ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରୁ ୮ କେଜି ଗଂଜେଇ ସହ ଗୁଜୁରାଟର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ଦଶ ଟାରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରେ ୨ ଜଣ ବ୍ୟକ୍ତି ଏକ ବସ୍ତାରେ ଗଂଜେଇ ଫୁଲବାଣୀ ଅଂଚଳରୁ ଆଣି ଛିଡା ହୋଇ ଥିବା ଅବକାରୀ ବିଭାଗ ଖବର ପାଇ ଥିଲା।
ଅବକାରୀ ବିଭାଗ ର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସେଇ ଛକରୁ ଗଂଜେଇ ବେପାରୀ ମାନଙ୍କୁ ଧରିବା ସହ ୮ କେଜି ଗଂଜେଇ ଜବତ କରି ଗିରଫ କରିଥିଲା। ଗଂଜେଇ ବେପାରୀ ୨ ଜଣ ହେଲେ ଗୁଜୁରାଟ ରାଜ୍ୟ ସୁରଟ ଜିଲ୍ଲା କାଦୋଦରା ଥାନା ଅଂଚଳ ର ସୁରଜମାଲ ଖଟିକି ଓ ସୁରଜ ଯାଦବ। ସେମାନେ ଫୁଲବାଣୀ ଅଂଚଳରୁ ଗଂଜେଇ ଆଣି ରେଢ଼ାଖୋଲ ଟ୍ରେନ ଷ୍ଟେସନ ରୁ ଗୁଜୁରାଟ ଯାଇଥାନ୍ତେ ବୋଲି ଅବକାରୀ ବିଭାଗ ର ଇନ୍ସପେକ୍ଟର ଦ୍ରୁବାଦଳା ବିଶ୍ୱାଳ ପ୍ରକାଶ କରିଛନ୍ତି।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ଦଶ ଟାରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରେ ୨ ଜଣ ବ୍ୟକ୍ତି ଏକ ବସ୍ତାରେ ଗଂଜେଇ ଫୁଲବାଣୀ ଅଂଚଳରୁ ଆଣି ଛିଡା ହୋଇ ଥିବା ଅବକାରୀ ବିଭାଗ ଖବର ପାଇ ଥିଲା। ଅବକାରୀ ବିଭାଗ ର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସେଇ ଛକରୁ ଗଂଜେଇ ବେପାରୀ ମାନଙ୍କୁ ଧରିବା ସହ ୮ କେଜି ଗଂଜେଇ ଜବତ କରି ଗିରଫ କରିଥିଲା। ଗଂଜେଇ ବେପାରୀ ୨ ଜଣ ହେଲେ ଗୁଜୁରାଟ ରାଜ୍ୟ ସୁରଟ ଜିଲ୍ଲା କାଦୋଦରା ଥାନା ଅଂଚଳ ର ସୁରଜମାଲ ଖଟିକି ଓ ସୁରଜ ଯାଦବ। ସେମାନେ ଫୁଲବାଣୀ ଅଂଚଳରୁ ଗଂଜେଇ ଆଣି ରେଢ଼ାଖୋଲ ଟ୍ରେନ ଷ୍ଟେସନ ରୁ ଗୁଜୁରାଟ ଯାଇଥାନ୍ତେ ବୋଲି ଅବକାରୀ ବିଭାଗ ର ଇନ୍ସପେକ୍ଟର ଦ୍ରୁବାଦଳା ବିଶ୍ୱାଳ ପ୍ରକାଶ କରିଛନ୍ତି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍