News7 ସାମ୍ବାଦିକା ବସ ଦୁର୍ଘଟଣା ରେ ମୃତ୍ୟୁ
ଭୁବନେଶ୍ବର: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ନ୍ୟୁଜ ସେଭେନ୍ ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ପିପିଲି ଠାରେ ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ନ୍ୟୁଜ ସେଭେନ୍ରେ କାର୍ଯ୍ୟରତ ସାମ୍ବାଦିକ ଶିଲା ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ ଥିବା ଆଉ ଜଣେ ସଂପର୍କୀୟଙ୍କର ବି ମୃତ୍ୟୁ ହୋଇଯାଇଛି । ଏପରି ଦୁଃଖଦ ଖବର ପାଇ ନ୍ୟୁଜ ସେଭେନ୍ କାର୍ଯ୍ୟାଳୟରେ ଖେଳିଯାଇଛି ଶୋକର ଛାୟା , ପିପିଲି ଠାରେ ଲୋକେ ମାନଙ୍କ ର ପ୍ରତିବାଦ ଦେଖିବାକୁ ମିଳୁଛି, ବାଲି ମାଫିଆ ମାନେ ବାଲି ରାସ୍ତା ରେ ପକେଇବା ରୁ ହଠାତ୍ ଗୋଟିଏ କାମରେ ସାମ୍ବାଦିକା ପୁରି ଏକ ଜରୁରୀ କାମ ରେ ଯିବା ସମୟ ରେ ଏଭଳି ଦୁର୍ଘଟଣା ହେଇଛି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍