ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା


ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ ପରିଦର୍ଶନ କରିବା ଅବସରରେ ତିର୍ତ୍ତୋଲ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା।CMO Odisha Naveen Patnaik Mo Sarkar 5T Pranab Prakash Das Dr Arun Kumar Sahoo ଅଧ୍ୟକ୍ଷ ତିର୍ତ୍ତୋଲ ପଞ୍ଚାୟତ ସମିତି


error: Content is protected !!