ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ମୃତ୍ୟୁ


ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ମୃତ୍ୟୁ।ନୟାଗଡ଼ ଖଲିସାହିର ୭୩ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ , ପୁରୀ ମୋଚିସାହି ସ୍ଥିତ ହବିଷ୍ୟାଳି ଶିବିରରେ ରହୁଥିଲେ , ଦର୍ଶନ ସାରି ବସ୍‌ରେ ଫେରିବାବେଳେ ଅସୁସ୍ଥ ହୋଇଥିଲେ , ବୃଦ୍ଧାଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର।


error: Content is protected !!