ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ


ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଲେ- ହାକିମଙ୍କ ତାଙ୍କ ନେତାଙ୍କ ବାପା ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ, ରାଜନୀତି କଣ, ନିଜ ରାଷ୍ଟ୍ର ପାଇଁ କେମିତି କରାଯାଏ, ଜାଣିଛି, ତୋଷାମଦ କରି ଉପଲବ୍ଧି ପାଇବା ବିଜୁ ବାବୁ ଶିଖାଇ ନ ଥିଲେ, ମୋତେ ଉପଦେଶ ଦେବା ଆବଶ୍ୟକତା ନାହିଁ।


error: Content is protected !!