ପରିବାର ଲୋକଙ୍କୁ ଘରେ ତାଲା ପକାଇ ଟଙ୍କା, ସୁନା ଲୁଟିଲେ ଡକାୟତ


ଭୁବନେଶ୍ୱର: ପରିବାର ଲୋକଙ୍କୁ ଘରେ ତାଲା ପକାଇ ଟଙ୍କା, ସୁନା ଲୁଟିଲେ ଡକାୟତ, ନନ୍ଦନକାନନ ଥାନା ମାରୁତିବିହାର ଅଞ୍ଚଳରେ ଡକାୟତି, କାଲି ବିଳମ୍ବିତ ରାତିରେ ୭/୮ ଜଣ ଡକାୟତ ଘରେ ପଶିଥିଲେ, ପରିବାର ଲୋକଙ୍କୁ ଭୟଭୀତ କରି ଗୋଟିଏ ଘରେ ପୂରାଇ ଦେଇଥିଲେ, ତାଲା ପକାଇ ଟଙ୍କା, ସୁନା ଗହଣା ନେଇ ଚମ୍ପଟ ମାରିଲେ।


error: Content is protected !!