୯ମ ଶ୍ରେଣୀ ଛାତ୍ରକୁ ଭୁଜାଲିରେ ହାଣିଲା ୧୦ମ ଶ୍ରେଣୀ ଛାତ୍ର। ରେମୁଣା ହାଇସ୍କୁଲ୍ରେ ଅଭାବନୀୟ ଘଟଣା।ଗୁରୁତର ଛାତ୍ର FM ମେଡିକାଲ୍ କଲେକରେ ଭର୍ତ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଛାତ୍ରର ଥାନାରେ ଆତ୍ମସମର୍ପଣ।ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ।
ଆଜି ଗୁରୁତର ଛାତ୍ରଙ୍କୁ ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଛାତ୍ର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍