ରାୟଗଡା SDPO ଆଜି ଏକ ସାମ୍ବାଦିକ ସୋମିଳନି ରେ ରାୟଗଡା ଜିଲ୍ଲା ସେସଖାଲ ଥାନା ଅନ୍ତର୍ଗତ ଧୁମାଗୁଡା ଚାନ୍ଦିଲି ଥାନା ଅନ୍ତର୍ଗତ ପାଇକପଡ଼ା ଓ କଲ୍ୟାଣସିଙ୍ଗ ପୁର ଥାନା ଅନ୍ତର୍ଗତ କୁମାରଗୁଡା ସ୍ଥାନ ରେ ତିନୋଟି ପୋଷ୍ଟର ଲାଗି ଥିବା ଦେଖିବାକୁ ମିଳିଛି l ଯେଉଁଥିରେ ପୋଷ୍ଟର ରେ ଉଲେଖ ନିଜକୁ ରାଜ୍ୟ ସମ୍ପାଦକ CPI ମାଓବାଦୀ ବୋଲି ପରିଚୟ ଦେଇ ଉଲ୍ଲେଖ କରିଛନ୍ତି l ସବ୍ୟସାଚୀ ପଣ୍ଡା, ଉଦୟ ଏବଂ ନିଖଲ ଏମାନେ ଆଦିବାସୀ ନୁହନ୍ତି । ଏମାନେ ଆଦିବାସୀ ମାନଙ୍କୁ ସାମ୍ନା ରେ ରଖି ବ୍ୟାପାର କରୁଥିଲେ । ଏମାନଙ୍କୁ ଜବାବ ଦେବାକୁ ମେଘ ଯାନୀ ଓ କାର ମାଝୀ ପ୍ରସ୍ତୁତ ଅଛନ୍ତି।ଏହି ସଂକ୍ରାନ୍ତ ରେ, ଥାନା ମାନଙ୍କରେ ତିନୋଟି ମକଦମା ରୁଜୁ କରା ଯାଇଛି ଓ ଏହାର ତଦନ୍ତ କରାଯାଉଛି । ପ୍ରାଥମିକ ତଦନ୍ତ ରୁ ଘଟଣା ସନ୍ଦେହ ଜନକ ବୋଲି ଜଣା ପଡୁଛି । ମକଦମା ର ତଦନ୍ତ ପରେ ଦୋଷୀ ବିରୂଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଏହି ଘଟଣା କୁ ନେଇ ରାୟଗଡା ବାସୀ ଜନ ସାଧାରଣ ଭୟଭୀତ ନ ହେବା ପାଇଁ ଅନୁରୋଧ କରାଯାଉଛି।ଏହା ସୂଚନା ଦେଇଛନ୍ତି

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “