ନବୀନ ଓଡ଼ିଶା ପାଇଁ ୨୫ ସଂଯୋଜକ


ନବୀନ ଓଡ଼ିଶା ପାଇଁ ୨୫ ସଂଯୋଜକ।ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ନୂଆ ନିଯୁକ୍ତି।୨୫ ଜଣ ସଂଯୋଜକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ।ବିଭିନ୍ନ ଜିଲ୍ଲା ଓ ଉପଖଣ୍ଡରେ କାମ କରିବେ ସଂଯୋଜକ।ଡିଜିଟାଲ ଭିତ୍ତିଭୂମି ଓ ଐତିହ୍ୟ ସଂରକ୍ଷଣକୁ ଦିଆଯିବ ଗୁରୁତ୍ବ।


error: Content is protected !!