ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ


ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ମୋଦୀଜିଙ୍କ ନେତୃତ୍ୱରେ ଜଳ ଜୀବନ ମିଶନ ଅନୁଯାୟୀ 2024 ସୁଦ୍ଧା ପ୍ରତ୍ୟେକ ଘର ଓ ଆବାସକୁ ପାନୀୟ ଜଳ ଯୋଗାଇ ଦିଆଯିବା ସଂକଳ୍ପ ଅବସରରେ ଆଜି ମୟୂରଭଞ୍ଜ ଜିଲ୍ଲାର ବଡ଼ଯୋଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଡ୍ ଜାମଦା ଗ୍ରାମ ଠାରେ ଭୂଜଳ ସଂରକ୍ଷଣ ଏବଂ ଚାଷଜମି କୁ ଜଳସେଚନ କରିବା ପାଇଁ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ।


error: Content is protected !!