ଗତ ବିଲମ୍ବିତ ରାତିରେ ଗୁଲିମାଡ ଘଟଣା : ଠିକା କାମକୁ ନେଇ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ:ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ପରେ ଭବାନୀପାଟଣା ବିବିସିପଡା ର ଜଣେ ଯୁବକ ଯଶୋବନ୍ତ ନାଏକ କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ସୁଚନାଯୋଗ୍ୟ ନିଲମ୍ବିତ ରାତିସମୟରେ ନିର୍ମାଣଧୀନ ଠିକା କାମକୁ ନେଇ ବଚସା ହୋଇଥିଲା। ଉକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଯଶୋବନ୍ତ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଥିଲେ ।ପାଖରେ ଥିବା ଯୁବକ ବନ୍ଧୁକ ଉପରକୁ କରିବା ପରେ (ବ୍ଳାଙ୍କ ଫାୟାର) ଫାଙ୍କା ଗୁଲିଚଲଣା ହୋଇଥିଲା।ପରେ ଉପରକୁ ଗୁଲିଫୁଟିଥିଲା। ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ କରିବା ପରେ ବେଆଇନ ଭାବରେ ରଖିଥିବା ଦୁଇ ବନ୍ଧୁକ ଓ ସମ୍ପୃକ୍ତ ଯୁବକ ଯଶୋବନ୍ତ କୁ ଗିରଫ କରିଛନ୍ତି କଳାହାଣ୍ଡି ପୋଲିସ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |