ମାରିଗୁଡ଼ା ଗ୍ରାମ ରେ ଭୂତର ଭୟ । ପାଳିକରି ଗାଁ ଜଗୁଛନ୍ତି ଯୁବକ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଲା ପରେ ଆଜି ଗାଁରେ ପହଞ୍ଚିଛି ପ୍ରଶାସନ । ଲୋକଙ୍କୁ ଭେଟି ସଚେତନ କରିଛନ୍ତି। ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବୁଝାଇଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନ ମାରିଗୁଡ଼ା ଗାଁରେ ରେ ପହଞ୍ଚିଥିଲେ । ରାୟଗଡା ଗୋଷ୍ଠୀଉନୟନ ଅଧିକାର ଶ୍ରୀ ସୁଜିତ ମିଶ୍ର ଗ୍ରାମବାସୀଙ୍କୁ ସାକ୍ଷାତ କରିବା ସହ ସଚେତନ କରିଥିଲେ।ସୂଚନା ମୃତ ପାଞ୍ଚ ଜଣଙ୍କ ପରିବାରକୁ ଙ୍କୁ ଭେଟି ସେମାନଙ୍କ ବୟାନ ନେଇଥିଲେ। ଗତ ମାସେ ହେଲା ଏହି ଗାଁରେ ଭୂତ ଭୂତପ୍ରେତକୁ ନେଇ । କୋକୁଆ ଭୟ ସୃଷ୍ଟି ହୋଇଛି। ଗାଁରେ ଭୂତପ୍ରେତର ପ୍ରଭାବ ଦେଖୁବାକୁ ମିଳୁଥିବା ଗ୍ରାମବାସୀ । କହୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ୪୫ ପରିବାର ର ବୋଲି ଜାଣିବାକୁ ପାଇଥିଲେ ପ୍ରଶାସନ । ଏହାପରେ ଗାଁ ଲୋକଙ୍କୁ ବୁଝାଶୁଝା କରିବା ସହ ଯେଉଁ ସମସ୍ୟା ରହିଛି କିଭଳି ସ୍ଥାୟୀ ସମାଧନ ହେବ ସେ ନେଇ ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଦେହ ଅସୁସ୍ଥ ହେଲେ ନିକଟରେ ଥିବା ସ୍ଵlସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତର ଙ୍କୁ ଦେଖାନ୍ତି l ପ୍ରାଥମିକ ଚିକିତ୍ସା କରନ୍ତୁ । ବୋଲି ପରମର୍ଶ ଦେଇଥିଲେ। ଶୀଘ୍ର ଏହି ଗାଁରୁ ଅନ୍ଧବିଶ୍ବାସ ଦୂରହେବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…