ଟିଟିଲାଗଡ ମହାରାଜା ସାଗର କଡରେ କେସିଙ୍ଗା ରୁ ଆସି ଥିବା ସୁଭାଷ ଚନ୍ଦ୍ର ଦାସ ନିଜର କର୍ମ କ୍ଷେତ୍ର ଇଣ୍ଡସମିନ ଏଣ୍ଡ ଗ୍ରଫାଇଟ ମାଲିକ ଶ୍ରୀ ପଙ୍କଜ କୁମାର ମଦିରତା ଙ୍କୁ ଦେଖା କରିବା ପାଇଁ ଆସିଥିବା ସମୟରେ ମହାସାଗର କଡରେ ବସି ଥିଲେ ଭୁଲ ବସତ ମୋବାଇଲ୍ କୁ ଛାଡି ଦେଇ ପାଖରେ ଥିବା ସୁରୁମା କାରଖାନା କୁ ଚାଲି ଯାଇ ଥିଲେ ଦେଖିଲେ ମୋବାଇଲ ନାହିଁ ସାଙ୍ଗେ ସାଙ୍ଗେ ମାଲିକ ଶ୍ରୀ ପଙ୍କଜ କୁମାର୍ ମଦୀରତା ଫୋନ୍ କଲେ ଅନ୍ୟ ପଟୁ ଫୋନ୍ ର ରିସିଭ ହେଲା ସେ ନିଜର ପରିଚୟ ଦେଈ ଥିଲେ ସିରୁଲ ରେ ଥିବା ମହିମା ଅଲେଖ ଇଣ୍ଟର ପ୍ରାଇଜେସ ର ମାଲିକ ଶ୍ରୀ ଯୋଗେନ୍ଦ୍ର ସାହୁ ସାଙ୍ଗେ ସାଙ୍ଗେ ଆସି ମଦିରାତା ପେଟ୍ରୋଲ ପମ୍ପ ରେ କେସିଙ୍ଗା ସୁବାଷ ଚନ୍ଦ୍ର ଦାସ ଙ୍କୁ ମୋବାଇଲ୍ ଫେରାଇ ଦେଈ ଥିଲେ, ଆଜିବି ମାବିକତା ବଞ୍ଚି ଅଛି, ମୋବାଇଲ ହଜି ଯିବାରୁ ଦାସ ବାବୁ ଅସ୍ତବ୍ୟସ୍ତ ହୋଏ ପଡି ଥିଲେ ସେ ଯେତେ ବେଳେ ହଜି ଯାଇ ଥିବା ମୋବାଇଲ୍ ପାଇଲେ ତାଙ୍କ ଓଠର ହସ ଦେଖି ବାକୁ କହିଲେ ନ ସରେ, ସିରୁଲ୍ ଯୋଗେନ୍ଦ୍ର ସାହୁ ଙ୍କୁ ଟିଟିଲାଗଡ ବାସି ସାଧୁବାଦ ଜଣାଇ ଛନ୍ତି, |

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…