ବନାଞ୍ଚଳରେ ପକ୍ଷୀ ଗଣନା


ବନାଞ୍ଚଳରେ ପକ୍ଷୀ ଗଣନା।ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା।ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା।କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍ କରୁଛନ୍ତି ଗଣନା।ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍ ମୁତୟନ।ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା।


error: Content is protected !!