ଭୁବନେଶ୍ବରରେ ଚାଲିଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଜନତା ମୈଦାନରେ ସମ୍ମିଳନୀର ଥିମ୍‌ ‘ଭାଷା ହିଁ ଭବିଷ୍ୟତ’କୁ ନେଇ ବାଲୁକାକଳା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।


error: Content is protected !!