୨୦୨୪ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ମହମ୍ମଦ ମୋକିମଙ୍କ ସହିତ ଲଢ଼ିବାକୁ ସମକକ୍ଷ ପ୍ରାର୍ଥୀ କେହି ନଥିବାରୁ ନିଦ୍ୱନ୍ଦରେ ନିର୍ବାଚିତ ହେବେ । ଭଲ ମଣିଷଟିଏ ହୋଇ ଥିବାରୁ ଅର୍ଥ କିମ୍ବା ବାହୁ ବଳ ତାଙ୍କ ବିରୁଦ୍ଧରେ କିଛି କାମ କରିବନି ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।


error: Content is protected !!