ଅନୁଭବ ବର୍ଷାଙ୍କ ଛାଡ଼ପତ୍ର


ଅନୁଭବ ବର୍ଷାଙ୍କ ଛାଡ଼ପତ୍ର।ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର।‘X’ରେ ନିଜ ବିବାହ ବିଚ୍ଛେଦ ସଂପର୍କରେ ସୂଚନା ଦେଲେ ଅନୁଭବ।ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ଛାଡ଼ପତ୍ର ହୋଇଥିବା ଲେଖିଛନ୍ତି।


error: Content is protected !!