ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପଞ୍ଚାୟତରେ ସାଙ୍ଗଠନିକ ବୈଠକ


ମହଙ୍ଗାର ବରିଷ୍ଟ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁ ପ୍ରତିଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପଞ୍ଚାୟତରେ ସାଙ୍ଗଠନିକ ବୈଠକ, ମନ୍ଦିର, ମସଜିଦକୁ ଯିବା ସହିତ ଅସହାୟ ଲୋକଙ୍କ ପାଖକୁ ଯାଇ ତାଙ୍କର ଦୁଃଖ ସୁଖ ବୁଝିବା ଶ୍ରୀଯୁକ୍ତ ସାହୁଙ୍କ ଏକ ଦୈନ୍ୟ ଦିନ ଅଭ୍ୟାସ ଅଟେ ସେ ମାହାଙ୍ଗାର ଗଳି କନ୍ଦିରେ ଅନବରତ ବୁଲିଥାନ୍ତି l ଏହି କ୍ରମରେ କୁହୁଣ୍ଡା ଗ୍ରାମପଞ୍ଚାୟତ ଗସ୍ତ ସମୟରେ ହଟାତ ତାଙ୍କ ଗାଡି ଅଟକିଯାଇଥିଲା କିଛି ଇଟାପକାଉକୁଥିବା ଶ୍ରମିକ ମାନଙ୍କ ପାଖରେ ଗାଡ଼ିରୁ ଓଲ୍ହାଇ ଶ୍ରମିକ ମାନଙ୍କ ସହିତ କିଛି ସମୟ ସେମାନଙ୍କ ବିଷୟରେ ଆଲୋଚନା କରିବା ସହିତ ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଥିଲେ ଏବଂ ଶ୍ରମିକ ମାନେ ଦେବେନ୍ଦ୍ର ସାହୁଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବା ସହିତ ଶ୍ରୀଯୁକ୍ତ ସାହୁଙ୍କୁ ଧନ୍ୟବାଦ ଦେଇଥିଲେ।


error: Content is protected !!