ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ


ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ।କେନ୍ଦ୍ରାପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି।ଲୋନ୍ କାଗଜପତ୍ରରେ ଦସ୍ତଖତ ପାଇଁ ଲାଞ୍ଚ ନେଉଥିଲେ।୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନିରଞ୍ଜନ।ପ୍ରଧାନଶିକ୍ଷକ ନିରଞ୍ଜନଙ୍କଠାରୁ ନଗଦ ଟଙ୍କା ଜବତ।


error: Content is protected !!