ପ୍ରକାଶ ପାଇଲା OAS ରେଜଲ୍ଟ OPSC ପରିଚାଳିତ। OCS-2024 ରେଜଲ୍ଟ ପ୍ରକାଶିତ। ମୋଟ୍ ୨ ଶହ କୃତକାର୍ଯ୍ୟ, ମହିଳା ବର୍ଗରୁ ୭୮। ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ବିତୀୟ। ୩ୟ- ଜିତମିତ୍ର ସାହୁ, ୪ର୍ଥ କନକ ଜୈନ, ୫ମ ସଂଗ୍ରାମ ପ୍ରଧାନ। ୬ଷ୍ଠ- ଅମନ ଗୋୟଲ, ୭ମ- ଶାନ୍ତନୁ କୁମାର ଶତପଥୀ। ୮ମ- ନିତେଶ କୁମାର ବାରିକ, ୯ମ- ଶୀତଲ ପାତ୍ର, ୧୦ମ- ଈତିଶ୍ରୀ ଜେନା। ପରୀକ୍ଷା ଦେଇଥିଲେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ। ପ୍ରିଲିମ୍ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ। ଏଥର ୧୭ ମାସ ଭିତରେ ପ୍ରକାଶ ପାଇଛି ରେଜଲ୍ଟ। ଫଳରେ UPSC ସିଭିଲ୍ ଦେଉଥିବା ପିଲାଙ୍କ ସମସ୍ୟା ରହିବନି।

More Stories
ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |
ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି
ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ