ଭୁବନେଶ୍ୱର, ୦୬/୦୬: ତାତିରୁ ମିଳିଲା ଆଶ୍ବସ୍ତି। ଭୁବନେଶ୍ବରରେ କୁଆପଥର ବର୍ଷା। ଆକାଶରେ କଳାହାଣ୍ଡିଆ ମେଘ ସହ କିଛି ସ୍ଥାନରେ ଜାରି ରହିଛି ବର୍ଷା। ଘଡ଼ଘଡ଼ି ସହ ଜୋର ପବନ ବହୁଛି।ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବର୍ତ୍ତମାନର ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ତେବେ କାଳବୈଶାଖୀ ପ୍ରଭାବରେ ଏହି ବର୍ଷାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି। ଜୟଦେବ ବିହାରରେ ଗଛ ପଡ଼ି ୧୦ରୁ ଅଧିକ ଗାଡ଼ି ଚାପି ହୋଇଯାଇଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |