ଶିକ୍ଷକଙ୍କ ଅବସରକାଳୀନ ସହାୟତା ନିଷ୍ପତ୍ତିକୁ ଓଷ୍ଟାର ବିରୋଧ


ଶିକ୍ଷକଙ୍କ ଅବସରକାଳୀନ ସହାୟତା ନିଷ୍ପତ୍ତିକୁ ଓଷ୍ଟାର ବିରୋଧ।କ୍ୟାବିନେଟ୍ ନିଷ୍ପତ୍ତିକୁ ବିକଳାଙ୍ଗ ଓ ବିକୃତ ମାନସିକତା କହିଲା ଓଷ୍ଟା।ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପେନସନ୍ ଦାବି କଲା ଓଷ୍ଟା।ଆସନ୍ତା ୧୧ ଓ ୧୨ରେ ବିଶାଳ ସମାବେଶ କରି ବିରୋଧ କରିବ ସଂଘ।


error: Content is protected !!