ବିଜେଡ଼ି ସରକାର ଯାଉଛି: ମନମୋହନ


ବିଜେଡ଼ି ସରକାର ଯାଉଛି: ମନମୋହନ।ବିଜେଡ଼ି ସରକାର ଯାଉଛି ବୋଲି କହିଲେ ମନମୋହନ ସାମଲ।ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ମନମୋହନଙ୍କ ମନ୍ତବ୍ୟ।ରାଜ୍ୟରେ ସରକାର ବଦଳୁଛି , ବିଜେଡ଼ି ସରକାର ଯାଉଛି।ବିଜେଡ଼ି ସରକାର ଯାଉଛି , ବିଜେପି ସରକାର ଆସୁଛି।ଆପଣଙ୍କ ସହଯୋଗ ଭୁଲିବୁନି ବୋଲି ନବାଗତଙ୍କୁ କହିଲେ ସଭାପତି।


error: Content is protected !!