October 29, 2026
ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର,୨୧/୧୧(ଇମିସ): ମାଲିକ ନାହାନ୍ତି। ହେଲେ ମାଟିରେ ମିଶିଯାଇଛି ଘର। ଗୋଟିଏ କି ଦୁଇଟି ନୁହେଁ, ବରଂ ୪ ବଖରା ଘର ଚୂରମାର।...
ଦକ୍ଷିଣଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହା ୨୪ରେ ଅବପାତରେ ପରିଣତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସୂଚନା...
ବାଲିପାଟଣା : ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନ ଗୁଆପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହେରଫେର ଅଭିଯୋଗରେ କୁ ନେଇ...
ବାଲିପାଟଣା : ମିଛ ପୁଲିସ କୁ ବାନ୍ଧିଛି ସତ ପୁଲିସ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୂର...
ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମରେ ଗୁରୁବାର ସକାଳୁ ସକାଳୁ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ଥାନା ଓ ତହସିଲ...
ଜମ୍ମୁ-କଶ୍ମୀର ପୁଲିସ୍‌ର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(ଏସ୍‌ଆଇଏ) ପକ୍ଷରୁ କଶ୍ମୀର ଟାଇମ୍ସ ନ୍ୟୁଜ ପେପରର ଜମ୍ମୁ ଅଫିସରେ ହୋଇଛି ବଡ଼ଧରଣର ରେଡ। ଏହି ସମୟରେ ଏକେ ରାଇଫଲ୍ସର ଏକାଧିକ କ୍ୟାଟ୍ରିଜ୍‌ ମିଳିଛି। ଏହାବାଦ ପିସ୍ତଲର ଏକାଧିକ ରାଉଣ୍ତ ଓ ହ୍ୟାଣ୍ଡଗ୍ରେନେଡରେ ବ୍ୟବହୃତ ହେଉଥିବା ପିନ୍‌ ଖବରକାଗଜର ‍ଅଫିସରୁ ମିଳିଥିବା ପୁଲିସ୍‌ ଦାବି କରିଛି।ଏହି ଖବରକାଗଜ ସଂସ୍ଥା ଓ ଏହାର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ପୁଲିସ୍‌ ପକ୍ଷରୁ ଆଜି ଜମ୍ମୁ ସ୍ଥିତ ଅଫିସରେ ରେଡ କରାଯାଇଛି।ଏସ୍‌ଆଇଏ ଟିମ ପକ୍ଷରୁ ଖବରକାଗଜ ଅଫିସକୁ ଭଲ ଭାବେ ଯାଞ୍ଚ କରାଯାଇଛି। ଅଫିସରେ ଥିବା କମ୍ପ୍ୟୁଟର ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା। ଆଗକୁ ଏହାର ପ୍ରମୋଟର୍ସମାନଙ୍କୁ ଜେରା କରାଯିବାର ଯୋଜନା ରହିଛି। ରେଡ ବେଳେ ଏକେ ୪୭ର କ୍ୟାଟ୍ରିଜ୍ସ, ପିସ୍ତଲ ରାଉଣ୍ଡ୍ସ ଓ ଗ୍ରେନେଡର ୩ଟି ଲିଭର ମିଳିଛି। ଏବେ ବି ଅଫିସର ବିଭିନ୍ନ ଠକିଣାରେ ରେଡ ଜାରି ରହିଛି।ଏହାପୂର୍ବରୁ କଶ୍ମୀର ଟାଇମ୍ସ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ଅଗ୍ରାଧିକାର ଦେଇ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ କଶ୍ମୀର ଟାଇମ୍ସ ବିରୋଧରେ ଏଫଆଇଆର ମଧ୍ୟ ହୋଇଥିଲା। ଏଫଆଇଆରରେ କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକ ଅନୁରାଧା ଭାସିନଙ୍କ ନାଁ ମଧ୍ୟ ରହିଥିବା ଜଣେ ଅଧିକାରୀ କହିଛନ୍ତି।କଶ୍ମୀର ଟାଇମ୍ସ ସବୁଠାରୁ ପୁରୁଣା ତଥା ଜମ୍ମୁ-କଶ୍ମୀରର ସବୁଠାରୁ ଲୋକପ୍ରିୟ ଖବରକାଗଜ। ଏହାକୁ ବେଦ ଭାସିନ ପ୍ରତିଷ୍ଠା କରିଥିଲେ। ୧୯୫୪ରେ ଏହା ସାପ୍ତାହିକ ରୂପରେ ପାଠକଙ୍କ ପାଖରେ ପହଞ୍ଚୁଥିଲା। ୧୯୬୪ ବେଳକୁ ଏହା ଦୈନିକ ଖବରକାଗଜରେ ପରିଣତ ହୋଇଥିଲା।ବେଦ ଭାସିନ ଏକଦା ଜମ୍ମୁ ପ୍ରେସ କ୍ଲବର ସଭାପତି ରହିଥିଲେ। ବେଦଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଅନୁରାଧ ଏହାର ଦାୟିତ୍ୱ ନେଇଛନ୍ତି। ଏଥିରେ ଅନୁରାଧାଙ୍କୁ ସ୍ୱାମୀ ପ୍ରବୋଧ ଜାମୱାଲ ମଧ୍ୟ ସହାୟତା କରନ୍ତି। ଉଭୟ ସଂପାଦକୀୟ ଓ ପରିଚାଳନା ଦାୟିତ୍ୱ ସ୍ୱାମୀ-ସ୍ତ୍ରୀଙ୍କ ହାତରେ ରହିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନୁରାଧା ଓ ପ୍ରବୋଧ ଏବେ ବିଦେଶରେ ରହିଛନ୍ତି। ଯଦିଓ ୨୦୨୧-୨୨ରୁ ଖବରକାଗଜର ପ୍ରିଣ୍ଟ ସଂସ୍କରଣ ବନ୍ଦ ହୋଇଯାଇଛି, କିନ୍ତୁ ଏହାର ଅନଲାଇନ ସଂସ୍କରଣ ଏବେ ବି ଚାଲୁ ରହିଛି। ଆଜିର ରେଡକୁ ଖବରକାଗଜ ସଂସ୍ଥା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। WhatsApp Image 2025-11-20 at 5.50.31 PM

ଜମ୍ମୁ-କଶ୍ମୀର ପୁଲିସ୍‌ର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(ଏସ୍‌ଆଇଏ) ପକ୍ଷରୁ କଶ୍ମୀର ଟାଇମ୍ସ ନ୍ୟୁଜ ପେପରର ଜମ୍ମୁ ଅଫିସରେ ହୋଇଛି ବଡ଼ଧରଣର ରେଡ। ଏହି ସମୟରେ ଏକେ ରାଇଫଲ୍ସର ଏକାଧିକ କ୍ୟାଟ୍ରିଜ୍‌ ମିଳିଛି। ଏହାବାଦ ପିସ୍ତଲର ଏକାଧିକ ରାଉଣ୍ତ ଓ ହ୍ୟାଣ୍ଡଗ୍ରେନେଡରେ ବ୍ୟବହୃତ ହେଉଥିବା ପିନ୍‌ ଖବରକାଗଜର ‍ଅଫିସରୁ ମିଳିଥିବା ପୁଲିସ୍‌ ଦାବି କରିଛି।ଏହି ଖବରକାଗଜ ସଂସ୍ଥା ଓ ଏହାର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ପୁଲିସ୍‌ ପକ୍ଷରୁ ଆଜି ଜମ୍ମୁ ସ୍ଥିତ ଅଫିସରେ ରେଡ କରାଯାଇଛି।ଏସ୍‌ଆଇଏ ଟିମ ପକ୍ଷରୁ ଖବରକାଗଜ ଅଫିସକୁ ଭଲ ଭାବେ ଯାଞ୍ଚ କରାଯାଇଛି। ଅଫିସରେ ଥିବା କମ୍ପ୍ୟୁଟର ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା। ଆଗକୁ ଏହାର ପ୍ରମୋଟର୍ସମାନଙ୍କୁ ଜେରା କରାଯିବାର ଯୋଜନା ରହିଛି। ରେଡ ବେଳେ ଏକେ ୪୭ର କ୍ୟାଟ୍ରିଜ୍ସ, ପିସ୍ତଲ ରାଉଣ୍ଡ୍ସ ଓ ଗ୍ରେନେଡର ୩ଟି ଲିଭର ମିଳିଛି। ଏବେ ବି ଅଫିସର ବିଭିନ୍ନ ଠକିଣାରେ ରେଡ ଜାରି ରହିଛି।ଏହାପୂର୍ବରୁ କଶ୍ମୀର ଟାଇମ୍ସ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ଅଗ୍ରାଧିକାର ଦେଇ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ କଶ୍ମୀର ଟାଇମ୍ସ ବିରୋଧରେ ଏଫଆଇଆର ମଧ୍ୟ ହୋଇଥିଲା। ଏଫଆଇଆରରେ କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକ ଅନୁରାଧା ଭାସିନଙ୍କ ନାଁ ମଧ୍ୟ ରହିଥିବା ଜଣେ ଅଧିକାରୀ କହିଛନ୍ତି।କଶ୍ମୀର ଟାଇମ୍ସ ସବୁଠାରୁ ପୁରୁଣା ତଥା ଜମ୍ମୁ-କଶ୍ମୀରର ସବୁଠାରୁ ଲୋକପ୍ରିୟ ଖବରକାଗଜ। ଏହାକୁ ବେଦ ଭାସିନ ପ୍ରତିଷ୍ଠା କରିଥିଲେ। ୧୯୫୪ରେ ଏହା ସାପ୍ତାହିକ ରୂପରେ ପାଠକଙ୍କ ପାଖରେ ପହଞ୍ଚୁଥିଲା। ୧୯୬୪ ବେଳକୁ ଏହା ଦୈନିକ ଖବରକାଗଜରେ ପରିଣତ ହୋଇଥିଲା।ବେଦ ଭାସିନ ଏକଦା ଜମ୍ମୁ ପ୍ରେସ କ୍ଲବର ସଭାପତି ରହିଥିଲେ। ବେଦଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଅନୁରାଧ ଏହାର ଦାୟିତ୍ୱ ନେଇଛନ୍ତି। ଏଥିରେ ଅନୁରାଧାଙ୍କୁ ସ୍ୱାମୀ ପ୍ରବୋଧ ଜାମୱାଲ ମଧ୍ୟ ସହାୟତା କରନ୍ତି। ଉଭୟ ସଂପାଦକୀୟ ଓ ପରିଚାଳନା ଦାୟିତ୍ୱ ସ୍ୱାମୀ-ସ୍ତ୍ରୀଙ୍କ ହାତରେ ରହିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନୁରାଧା ଓ ପ୍ରବୋଧ ଏବେ ବିଦେଶରେ ରହିଛନ୍ତି। ଯଦିଓ ୨୦୨୧-୨୨ରୁ ଖବରକାଗଜର ପ୍ରିଣ୍ଟ ସଂସ୍କରଣ ବନ୍ଦ ହୋଇଯାଇଛି, କିନ୍ତୁ ଏହାର ଅନଲାଇନ ସଂସ୍କରଣ ଏବେ ବି ଚାଲୁ ରହିଛି। ଆଜିର ରେଡକୁ ଖବରକାଗଜ ସଂସ୍ଥା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।

Read More Read more about ଜମ୍ମୁ-କଶ୍ମୀର ପୁଲିସ୍‌ର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(ଏସ୍‌ଆଇଏ) ପକ୍ଷରୁ କଶ୍ମୀର ଟାଇମ୍ସ ନ୍ୟୁଜ ପେପରର ଜମ୍ମୁ ଅଫିସରେ ହୋଇଛି ବଡ଼ଧରଣର ରେଡ। ଏହି ସମୟରେ ଏକେ ରାଇଫଲ୍ସର ଏକାଧିକ କ୍ୟାଟ୍ରିଜ୍‌ ମିଳିଛି। ଏହାବାଦ ପିସ୍ତଲର ଏକାଧିକ ରାଉଣ୍ତ ଓ ହ୍ୟାଣ୍ଡଗ୍ରେନେଡରେ ବ୍ୟବହୃତ ହେଉଥିବା ପିନ୍‌ ଖବରକାଗଜର ‍ଅଫିସରୁ ମିଳିଥିବା ପୁଲିସ୍‌ ଦାବି କରିଛି।ଏହି ଖବରକାଗଜ ସଂସ୍ଥା ଓ ଏହାର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ପୁଲିସ୍‌ ପକ୍ଷରୁ ଆଜି ଜମ୍ମୁ ସ୍ଥିତ ଅଫିସରେ ରେଡ କରାଯାଇଛି।ଏସ୍‌ଆଇଏ ଟିମ ପକ୍ଷରୁ ଖବରକାଗଜ ଅଫିସକୁ ଭଲ ଭାବେ ଯାଞ୍ଚ କରାଯାଇଛି। ଅଫିସରେ ଥିବା କମ୍ପ୍ୟୁଟର ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା। ଆଗକୁ ଏହାର ପ୍ରମୋଟର୍ସମାନଙ୍କୁ ଜେରା କରାଯିବାର ଯୋଜନା ରହିଛି। ରେଡ ବେଳେ ଏକେ ୪୭ର କ୍ୟାଟ୍ରିଜ୍ସ, ପିସ୍ତଲ ରାଉଣ୍ଡ୍ସ ଓ ଗ୍ରେନେଡର ୩ଟି ଲିଭର ମିଳିଛି। ଏବେ ବି ଅଫିସର ବିଭିନ୍ନ ଠକିଣାରେ ରେଡ ଜାରି ରହିଛି।ଏହାପୂର୍ବରୁ କଶ୍ମୀର ଟାଇମ୍ସ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ଅଗ୍ରାଧିକାର ଦେଇ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ କଶ୍ମୀର ଟାଇମ୍ସ ବିରୋଧରେ ଏଫଆଇଆର ମଧ୍ୟ ହୋଇଥିଲା। ଏଫଆଇଆରରେ କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକ ଅନୁରାଧା ଭାସିନଙ୍କ ନାଁ ମଧ୍ୟ ରହିଥିବା ଜଣେ ଅଧିକାରୀ କହିଛନ୍ତି।କଶ୍ମୀର ଟାଇମ୍ସ ସବୁଠାରୁ ପୁରୁଣା ତଥା ଜମ୍ମୁ-କଶ୍ମୀରର ସବୁଠାରୁ ଲୋକପ୍ରିୟ ଖବରକାଗଜ। ଏହାକୁ ବେଦ ଭାସିନ ପ୍ରତିଷ୍ଠା କରିଥିଲେ। ୧୯୫୪ରେ ଏହା ସାପ୍ତାହିକ ରୂପରେ ପାଠକଙ୍କ ପାଖରେ ପହଞ୍ଚୁଥିଲା। ୧୯୬୪ ବେଳକୁ ଏହା ଦୈନିକ ଖବରକାଗଜରେ ପରିଣତ ହୋଇଥିଲା।ବେଦ ଭାସିନ ଏକଦା ଜମ୍ମୁ ପ୍ରେସ କ୍ଲବର ସଭାପତି ରହିଥିଲେ। ବେଦଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଅନୁରାଧ ଏହାର ଦାୟିତ୍ୱ ନେଇଛନ୍ତି। ଏଥିରେ ଅନୁରାଧାଙ୍କୁ ସ୍ୱାମୀ ପ୍ରବୋଧ ଜାମୱାଲ ମଧ୍ୟ ସହାୟତା କରନ୍ତି। ଉଭୟ ସଂପାଦକୀୟ ଓ ପରିଚାଳନା ଦାୟିତ୍ୱ ସ୍ୱାମୀ-ସ୍ତ୍ରୀଙ୍କ ହାତରେ ରହିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନୁରାଧା ଓ ପ୍ରବୋଧ ଏବେ ବିଦେଶରେ ରହିଛନ୍ତି। ଯଦିଓ ୨୦୨୧-୨୨ରୁ ଖବରକାଗଜର ପ୍ରିଣ୍ଟ ସଂସ୍କରଣ ବନ୍ଦ ହୋଇଯାଇଛି, କିନ୍ତୁ ଏହାର ଅନଲାଇନ ସଂସ୍କରଣ ଏବେ ବି ଚାଲୁ ରହିଛି। ଆଜିର ରେଡକୁ ଖବରକାଗଜ ସଂସ୍ଥା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।
error: Content is protected !!