October 28, 2026

admin

ଶିକ୍ଷକଙ୍କ ବ୍ୟତୀତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କ୍ୟାଡରର ଅଧିକାରୀ/କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ ହୋଇଛି।ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ଏହି ଅଧିକାରୀମାନଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ। ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଅନ୍ୟ କୌଣସି ସମୟରେ ସେମାନଙ୍କୁ ବଦଳି କରାଗଲେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ତାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ।ଯେତେ ଦୂର ସମ୍ଭବ ଅଧିକାରୀମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ଦେବାକୁ ଏଡ଼ାଇ ଦିଆଯିବା ଉଚିତ। ଏକାନ୍ତ ଆବଶ୍ୟକତା କ୍ଷେତ୍ରରେ ଯଦିବା ଜଣେ ଅଧିକାରୀଙ୍କୁ ତାଙ୍କ ଜିଲ୍ଲାରେ ନିଯୁକ୍ତି ଦିଆଯାଏ, ତା’ହେଲେ ତାଙ୍କୁ ତାଙ୍କ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆନଯିବା ଉଚିତ।ଅଧିକାରୀ/କର୍ମଚାରୀମାନେ (ଜିଲ୍ଲା କ୍ୟାଡର ସମେତ) ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ। କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବା ଉଚିତ ନୁହେଁ। ଯେଉଁ ଅଧିକାରୀମାନେ ନିଜ ଚାକିରି ମୋଟ ସମୟରୁ ୫ ବର୍ଷ (ଛୁଟି ଛାଡ଼ି) ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପୂରଣ କରିଥିବେ, ତା’ହେଲେ ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଯେଉଁ ଅଧିକାରୀମାନେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିଯୁକ୍ତି ପାଇଥିବେ, ସେମାନଙ୍କୁ ଚାକିରିର ୧୦ ବର୍ଷ ପୂରଣ କରିବା ପରେ ଅବିଭକ୍ତ କେବିକେ ସହିତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ଦିଆଯିବା ଉଚିତ। ସେହିପରି ପଦୋନ୍ନତି ପାଇବା ପରେ କର୍ମଚାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯିବ। ସେମାନେ ଆଉ ପୂର୍ବସ୍ଥାନରେ ରହିପାରିବେ ନାହିଁ।ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥା‘ନ୍ତି, ତା’ହେଲେ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେତେ ଦୂର ସମ୍ଭବ ସେମାନଙ୍କୁ ସମାନ ସ୍ଥାନରେ ବା ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ଦିଅଯାଇପାରେ।ଯେଉଁ ଅଧିକାରୀମାନେ ୨ ବର୍ଷ ଭିତରେ ଅବସର ଗ୍ରହଣ କରିବେ, ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ ବା ସେମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ବଦଳି କରାଯାଇପାରିବ।କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି କରି ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ବା ଅତିରିକ୍ତ ସଚିବ ସ୍ତରର ଅଧିକାରୀମାନଙ୍କୁ ଏହି କମିଟିଗୁଡ଼ିକର ମୁଖ୍ୟ କରାଯିବ। IMG-20250919-WA0155.jpg

ଶିକ୍ଷକଙ୍କ ବ୍ୟତୀତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କ୍ୟାଡରର ଅଧିକାରୀ/କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ ହୋଇଛି।ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ଏହି ଅଧିକାରୀମାନଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ। ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଅନ୍ୟ କୌଣସି ସମୟରେ ସେମାନଙ୍କୁ ବଦଳି କରାଗଲେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ତାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ।ଯେତେ ଦୂର ସମ୍ଭବ ଅଧିକାରୀମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ଦେବାକୁ ଏଡ଼ାଇ ଦିଆଯିବା ଉଚିତ। ଏକାନ୍ତ ଆବଶ୍ୟକତା କ୍ଷେତ୍ରରେ ଯଦିବା ଜଣେ ଅଧିକାରୀଙ୍କୁ ତାଙ୍କ ଜିଲ୍ଲାରେ ନିଯୁକ୍ତି ଦିଆଯାଏ, ତା’ହେଲେ ତାଙ୍କୁ ତାଙ୍କ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆନଯିବା ଉଚିତ।ଅଧିକାରୀ/କର୍ମଚାରୀମାନେ (ଜିଲ୍ଲା କ୍ୟାଡର ସମେତ) ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ। କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବା ଉଚିତ ନୁହେଁ। ଯେଉଁ ଅଧିକାରୀମାନେ ନିଜ ଚାକିରି ମୋଟ ସମୟରୁ ୫ ବର୍ଷ (ଛୁଟି ଛାଡ଼ି) ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପୂରଣ କରିଥିବେ, ତା’ହେଲେ ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଯେଉଁ ଅଧିକାରୀମାନେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିଯୁକ୍ତି ପାଇଥିବେ, ସେମାନଙ୍କୁ ଚାକିରିର ୧୦ ବର୍ଷ ପୂରଣ କରିବା ପରେ ଅବିଭକ୍ତ କେବିକେ ସହିତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ଦିଆଯିବା ଉଚିତ। ସେହିପରି ପଦୋନ୍ନତି ପାଇବା ପରେ କର୍ମଚାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯିବ। ସେମାନେ ଆଉ ପୂର୍ବସ୍ଥାନରେ ରହିପାରିବେ ନାହିଁ।ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥା‘ନ୍ତି, ତା’ହେଲେ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେତେ ଦୂର ସମ୍ଭବ ସେମାନଙ୍କୁ ସମାନ ସ୍ଥାନରେ ବା ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ଦିଅଯାଇପାରେ।ଯେଉଁ ଅଧିକାରୀମାନେ ୨ ବର୍ଷ ଭିତରେ ଅବସର ଗ୍ରହଣ କରିବେ, ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ ବା ସେମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ବଦଳି କରାଯାଇପାରିବ।କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି କରି ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ବା ଅତିରିକ୍ତ ସଚିବ ସ୍ତରର ଅଧିକାରୀମାନଙ୍କୁ ଏହି କମିଟିଗୁଡ଼ିକର ମୁଖ୍ୟ କରାଯିବ।

Read More Read more about ଶିକ୍ଷକଙ୍କ ବ୍ୟତୀତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କ୍ୟାଡରର ଅଧିକାରୀ/କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ ହୋଇଛି।ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ଏହି ଅଧିକାରୀମାନଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ। ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଅନ୍ୟ କୌଣସି ସମୟରେ ସେମାନଙ୍କୁ ବଦଳି କରାଗଲେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ତାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ।ଯେତେ ଦୂର ସମ୍ଭବ ଅଧିକାରୀମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ଦେବାକୁ ଏଡ଼ାଇ ଦିଆଯିବା ଉଚିତ। ଏକାନ୍ତ ଆବଶ୍ୟକତା କ୍ଷେତ୍ରରେ ଯଦିବା ଜଣେ ଅଧିକାରୀଙ୍କୁ ତାଙ୍କ ଜିଲ୍ଲାରେ ନିଯୁକ୍ତି ଦିଆଯାଏ, ତା’ହେଲେ ତାଙ୍କୁ ତାଙ୍କ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆନଯିବା ଉଚିତ।ଅଧିକାରୀ/କର୍ମଚାରୀମାନେ (ଜିଲ୍ଲା କ୍ୟାଡର ସମେତ) ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ। କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବା ଉଚିତ ନୁହେଁ। ଯେଉଁ ଅଧିକାରୀମାନେ ନିଜ ଚାକିରି ମୋଟ ସମୟରୁ ୫ ବର୍ଷ (ଛୁଟି ଛାଡ଼ି) ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପୂରଣ କରିଥିବେ, ତା’ହେଲେ ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଯେଉଁ ଅଧିକାରୀମାନେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିଯୁକ୍ତି ପାଇଥିବେ, ସେମାନଙ୍କୁ ଚାକିରିର ୧୦ ବର୍ଷ ପୂରଣ କରିବା ପରେ ଅବିଭକ୍ତ କେବିକେ ସହିତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ଦିଆଯିବା ଉଚିତ। ସେହିପରି ପଦୋନ୍ନତି ପାଇବା ପରେ କର୍ମଚାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯିବ। ସେମାନେ ଆଉ ପୂର୍ବସ୍ଥାନରେ ରହିପାରିବେ ନାହିଁ।ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥା‘ନ୍ତି, ତା’ହେଲେ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେତେ ଦୂର ସମ୍ଭବ ସେମାନଙ୍କୁ ସମାନ ସ୍ଥାନରେ ବା ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ଦିଅଯାଇପାରେ।ଯେଉଁ ଅଧିକାରୀମାନେ ୨ ବର୍ଷ ଭିତରେ ଅବସର ଗ୍ରହଣ କରିବେ, ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ ବା ସେମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ବଦଳି କରାଯାଇପାରିବ।କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି କରି ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ବା ଅତିରିକ୍ତ ସଚିବ ସ୍ତରର ଅଧିକାରୀମାନଙ୍କୁ ଏହି କମିଟିଗୁଡ଼ିକର ମୁଖ୍ୟ କରାଯିବ।
 ନୂଆଦିଲ୍ଲୀ,୧୯।୯: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ଦଶହରାରେ ମିଳିବ ୧୭ଦିନର ଛୁଟି! ଏନେଇ ରାଜ୍ୟ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।...
 କଟକ, ୧୯।୯: ବିଜେଡିର ବଡ଼ ନେତାଙ୍କୁ ଉଠାଇ ନେଇଛି EOW। ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ...
ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ...
 ଦାରିଙ୍ଗବାଡି,୧୯।୯—ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ...
 ଜଳେଶ୍ୱର—ରାଇବଣିଆରେ ବିଭତ୍ସ ହତ୍ୟା। ରାତିରେ ଶୋଇଥିବାବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ...
ତେହରାନ: ଇରାନର ଚାବାହାର ବନ୍ଦର ଉପରେ ଆମେରିକା ପୁନର୍ବାର କଟକଣା ଲାଗୁ କରିଛି। ଆମେରିକା ଲାଗୁ କରିଥିବା କଟକଣା ସେପ୍ଟେମ୍ବର ୨୯ରୁ କାର୍ଯ୍ୟକାରୀ...
error: Content is protected !!