ମାର୍ଚ୍ଚ ୩୧ରେ ବ୍ୟାଙ୍କ ଖୋଲା ମାର୍ଚ୍ଚ ୩୧ରେ ଖୋଲା ରହିବ ସମସ୍ତ ବ୍ୟାଙ୍କ।ଏନେଇ ସୂଚନା ଦେଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ତିଆ(RBI)।
admin
ଆଜି ଢାଳିଲା କାଲିଠାରୁ ଜାଳିବ।କାଲିଠାରୁ ପାଗ ଫିଟିବ, ୨୧ରୁ ୨୪ ମଧ୍ୟରେ ଭୀଷଣ ଖରା।୨୧ରୁ ୨୪ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢ଼ିବା ସମ୍ଭାବନା।ଭୀଷଣ ଗ୍ରୀଷ୍ମପ୍ରବାହ...
ସଦ୍ଗୁରୁ ଗୁରୁତର ଅସୁସ୍ଥ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜଗି ବାସୁଦେବ ଗୁରୁତର ଅସୁସ୍ଥ ଦିଲ୍ଲୀରେ ସଦ୍ଗୁରୁଙ୍କ ମସ୍ତିଷ୍କରେ ଜରୁରୀକାଳୀନ ଅସ୍ତ୍ରୋପଚାର ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିବାରୁ ହସ୍ପିଟାଲରେ ଭର୍ତ୍ତି...
ଭୂକମ୍ପରେ ଥରିଲା ମହାରାଷ୍ଟ୍ର।ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର।ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍କା।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬।
ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ।କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କଲେ ଇସିଆଇ।ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ ଜରୁରୀ।ରିଟର୍ଣ୍ଣିଂ...
ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା।ସଂସଦୀୟ କ୍ଷେତ୍ରର ପ୍ରମୁଖ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ସମୀକ୍ଷା।ପ୍ରଦୀପ ମାଝୀ, ରମେଶ ମାଝୀ, ସୁବାସ ଗଣ୍ଡ, ମାନସ...
ଆମେ ଏକାଠି ଲଢ଼ିବୁ କି ଏକାକୀ ଲଢ଼ିବୁ।ଆଗ ନିଷ୍ପତ୍ତି ହେଉ।ଯଦି ଏକାଠି ଲଢ଼ିବୁ।ନବୀନ ବାବୁଙ୍କ ସାଥୀ ହୋଇ ଲଢ଼ିବୁ।ଏକାକୀ ଲଢ଼ିଲେ, ସରକାର ଗଠନ ପାଇଁ ଲଢ଼ିବୁ- ଶାହ।
ସାମ୍ବାଦିକ ଭାଇ ମାନଂକୁ ଅନୁରୋଧ ଜଣେଇ ଦିଆ ଯାଉଛି ଯେ ମେଣ୍ଟ ବିଷୟରେ ବାରମ୍ବାର ଖବର ଛାପିବା ବନ୍ଦ କରନ୍ତୁ।ମେଣ୍ଟ ହେଇଗଲା।ପନ୍ଦର ଦିନ ହେବ ଟିଭି ମିଡ଼ିଆ...
୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା।ଗଂଜାମ, ଗଜପତି, ରାୟଗଡ଼ା, ପୁରୀ,...
ଭୁବନେଶ୍ବର: ଝାରପଡ଼ା ଜେଲରେ କମିଶନରେଟ୍ ପୋଲିସର ରେଡ୍।ରେଡ୍ ବେଳେ ଗଞ୍ଜେଇ, ଖଇନ୍ ଓ ବିଡି ସହ ଚିଲମ ଜବତ।ସୂଚନା ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ।ନିଶା କାରବାର...