March 14, 2026

Now Odisha

Now Odisha

Month: October 2025

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ...

ଇସ୍ରାଏଲ ସହ ଶାନ୍ତି ଚୁକ୍ତି ପରେ ପାଲେଷ୍ଟାଇନର ସାଧାରଣ ଲୋକ ଆଶା କରିଥିଲେ ଯେ ଗାଜାରେ ଶାନ୍ତି ଫେରିବ। କିନ୍ତୁ ଇସ୍ରାଏଲ ସହ ଶାନ୍ତି ଚୁକ୍ତି କରିଥିବା ହମାସ ଏବେ ରକ୍ତର ହୋଲି ଖେଳିବା ଆରମ୍ଭ କରିଛି। ଗାଜା ରେ ନିଜର ଦବାଦବା ପ୍ରଦର୍ଶନ କରି ପୁଣି ଶାସନ କରିବାକୁ ହମାସ ପକ୍ଷରୁ ବିଦ୍ରୋହୀଙ୍କ ଜୀବନ ନେବା ଆରମ୍ଭ କରିଛି।ହମାସର ଫାୟାରିଂ ଗ୍ରୁପ ପକ୍ଷରୁ ସର୍ବସମ୍ମୁଖରେ ବିଦ୍ରୋହୀ ଗୋଷ୍ଠୀର ୮ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇସ୍ରାଏଲର ହମଲା ବେଳେ ଏମାନେ ହମାସ ବିରୋଧରେ ରହିଥିଲେ। ତେଣୁ ସେମାନଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ମିଶାଇ ହମାସ ବିଦ୍ରୋହୀ ଗୋଷ୍ଠୀର ୫୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି।ଗାଜାର ଆଭ୍ୟନ୍ତରୀଣ ସୁରକ୍ଷାକୁ ହମାସ ନିୟନ୍ତ୍ରଣ କରିବାକୁ ସକ୍ଷମ ବୋଲି ଶାନ୍ତି ଚୁକ୍ତିରେ ମଧ୍ୟସ୍ଥି ସାଜିଥିବା ଆମେରିକା ରାଷ୍ଟ୍ରପତି ଡୋନରାଲ୍ଡ ଟ୍ରମ୍ପ କହିବାର କିଛି ସମୟରେ ଏପରି ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖାପିନ୍ଧା ବନ୍ଧୁକଧାରୀମାନେ ତଥାକଥିତ ଦଣ୍ଡକୁ କାର୍ଯ୍ୟକାରୀ କରୁଛନ୍ତି।

ନୂଆଦିଲ୍ଲୀ: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍‌ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି...

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । ଉସୁର ଥାନା ଅନ୍ତର୍ଗତ ତାଡ଼ପଲ୍ଲା ଗ୍ରାମର ଘଞ୍ଚ ଜଙ୍ଗଲ ଭିତରେ ସୁରକ୍ଷା କର୍ମୀଙ୍କ ପୁକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ବଡ଼ ଡମ୍ପକୁ ଖୋଜି ବାହାର କରିଛନ୍ତି ଯବାନ । ମାଟି ତଳେ ଗାତ କରି ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ଉଦ୍ଧାର ସାମଗ୍ରୀ ମଧ୍ୟରେ ରହିଛି ଗନ୍ ପାଉଡର, 51 ଟି ୟୁ BGL , 100 ବେଣ୍ଡେଲ ଆଲୁ ମନିୟମ ତାର, କୋଡେକ୍ସ ତାର, 50 ଟି BGL ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଷ୍ଟିଲ ପାଇପ, ୟୁ ଭିଯୁଆଲ ରେ ବ୍ୟବହୃତ ଲୁହା ରଡ୍, ୟୁନିଫର୍ମ ଓ ଲାଲ କପଡା । ଏହି ଅପରେସନ ରେ ସିଆରପିଏଫ, 206 ବେଟାଲିୟନର କୋବ୍ରାଯବାନଙ୍କ ସହ ଡିଆରଜି ର ଯବାନ ମାନେ ମଧ୍ୟ ସାମିଲ ଥିବା ବେଳେ ଆଗାମି ଦିନରେ ମଧ୍ୟ ଏହି ଅପରେସନ ଜାରି ରହିବ ବୋଲି ବିଜାପୁର ପୋଲିସ ପକ୍ଷରୁ କୁହାଯାଇଛି ।

ନୂଆଦିଲ୍ଲୀ : ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି।...

ଭୁବନେଶ୍ୱର: e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ମଙ୍ଗଳବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେବି...

ଆସନ୍ତା ୧୬ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ନାମାଙ୍କନ...

ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ବାରଣ ହେବ ମୋବାଇଲ ଫୋନ୍। କୌଣସି ପୁଲିସ୍‌ କର୍ମଚାରୀ କିମ୍ବା ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ଆଗକୁ...

ବରଗଡ଼: ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ପ୍ରସିଦ୍ଧ...

error: Content is protected !!