ନୂ୍ଆଦିଲ୍ଲୀ,: ସଂସଦର ବଜେଟଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଅଭିଭାଷଣ ସହିତ ଆରମ୍ଭ ହୋଇଛି।ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇକହିଛନ୍ତି, ସରକାର ଏକ ବିକଶିତ ଭାରତ...
now odisha
ଭୁବନେଶ୍ୱର, ସରକାରୀ ଚାକିରି ଆବେଦନରେତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁସୁପାରିସ କଲେ ଓଏଚ୍ଆରସି (ଓଡ଼ିଶା ମାନବ ଅଧିକାରଆୟୋଗ)। ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡରଙ୍କୁ ସମାନସୁଯୋଗ...
ଭୁବନେଶ୍ୱର, ରାଜ୍ୟରେ ସୁରୁଖୁରୁରେଖରିଫ ଧାନ କିଣା ଚାଲିଥିବା ନେଇସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି,ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁରଆଦି ଜିଲ୍ଲାରେ ଧାନ କ୍ରୟ ସରିଆସିଲାଣି।...
ବଲିଉଡର ସବୁଠାରୁ ଲୋକପ୍ରିୟ ତଥା ମେଲୋଡି କିଙ୍ଗ ଭାବେ ପରିଚିତ ଗାୟକ ଅରିଜିତ ସିଂହ ଆଉ କୌଣସି ଫିଲ୍ମରେ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି।...
ଅଜିତ ପୱାର କିଏ ଥିଲେ? ମହାରାଷ୍ଟ୍ରର ଜଣାଶୁଣା ନେତା: ସେ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଏକ ପ୍ରମୁଖ ନେତା ଏବଂ ମହାରାଷ୍ଟ୍ରର 8ମ ଉପ-ମୁଖ୍ୟମନ୍ତ୍ରୀ ଥିଲେ।...
୭୭ତମ ଗଣତନ୍ତ୍ର ଦିବସ–୨୦୨୬ ଅବସରରେ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ୟାରେଡରେ ଓଡ଼ିଶା ପୋଲିସର ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ପ୍ରଥମ...
ପରଜଙ୍ଗ -(ର୍ମଳ ଗଡ଼ ନାୟକ)ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଶୁଣ୍ଢିତଇଳା ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆରେ ଆରକେସି କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ...
ଗହଣା ପାଇଁ ଶାଶୂକୁ ହତ୍ୟା କଲା ‘ନୂଆ ବୋହୁ'କୋଲକାତା: ଗହଣା ଲୋଭରେ ଶାଶୂକୁହତ୍ୟା । ସୁନା ଗହଣା ପାଇଁ ଜଣେ ନବବଧୂତାଙ୍କ ପ୍ରେମିକ ସହ ମିଶି ଶାଶୂଙ୍କୁ...
ଟ୍ରମ୍ପଙ୍କ ଟାରିଫ୍ ଧମକ,ଜବାବ ଦେଲା କାନାଡାକାନାଡ଼ା : ଯଦି ଚୀନ୍ ସହ ବାଣିଜ୍ୟ କରିବ ତେବେ ଲାଗୁ ହେବ୧୦୦ପ୍ରତିଶତ ଟାରିଫ୍। କାନାଡାକୁ କିଛି ଏହିଭଳିଭାବେ ଧମକଦେଇଥିଲେ ଆମେରିକା...
ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେଭୁବନେଶ୍ୱର,: ଆଜି ଆମେଏଭଳି ଏକ ଗାଁ ସମ୍ପର୍କରେ କହିବାକୁଯାଉଛି ଯାହାକୁ ଆଖିରେ ନ ଦେଖିଲେକେହି ବିଶ୍ୱାସ କରିବେନି । ଲୋକଙ୍କପାଖରେ ପହଂଚିପାରନି...
