ଦେଶ ବିଦେଶ

ନିର୍ବାଚନ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ।ନିର୍ବାଚନ ପୂର୍ବରୁ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ।ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପକୁ ଚେକ୍‌ ଦେବାକୁ ଫ୍ଲାଗମାର୍ଚ୍ଚ।

1 min read

ଆସନ୍ତାକାଲି BJPରେ ସାମିଲ ହୋଇପାରନ୍ତି ପ୍ରେମାନନ୍ଦ ନାୟକ ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ।ଏବେ ତେଲକୋଇରୁ ବିଧାୟକ ଅଛନ୍ତି ପ୍ରେମାନନ୍ଦ।

1 min read

ସୁଧୀର BJPରେ ଅରବିନ୍ଦ ଢାଲି ମିଶିବା ନେଇ BJDର ପ୍ରତିକ୍ରିୟା।ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରତିକ୍ରିୟା।ସେ କେଉଁ ଦଳରେ ମିଶିଲେ ମଧ୍ୟ ପ୍ରଭାବ ପଡିବ ନାହିଁ।ବିଜୟ ପାଇଁ...

1 min read

ସ୍ବୟଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ରଙ୍କ ପ୍ରେସମିଟ୍‌।BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା।ନୂଆ ନେତା ତିଆରି କରିବାରେ ବିଜେପି ସକ୍ଷମ ନୁହେଁ।୨୦୧୯ ତୁଳନାରେ ୨୪ରେ...

ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ।୩୦ ବର୍ଷର ରାଜନୀତି କ୍ୟାରିଅରରୁ ସନ୍ୟାସ ନେଲେ।ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଲେ ହର୍ଷବର୍ଦ୍ଧନ।ଡାକ୍ତରୀ ପେଷାକୁ ପୁଣି ଫେରିବା ନେଇ...

1 min read

ଓଡିଶା 5T ଅଧ୍ୟକ୍ଷଙ୍କୁ ଭେଟିଲେ ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣମୁଖ୍ୟମନ୍ତ୍ରୀଙ୍କ ନିକଟରେ...

ହୃଦଘାତ ପାଇଁ କରୋନା ଟିକା ଦାୟୀ ନୁହେଁ। ଆଇସିଏମଆରର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଆଜିକାଲି ଯାହାର...

ଗାନ୍ଧୀନଗରରୁ ଲଢିବେ ଅମିତ ଶାହା।ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା।୧୯୫ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି।ଗାନ୍ଧୀନଗରରୁ ଲଢିବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା।

1 min read

ଓଡିଶା ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ,ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଶୁଭାରମ୍ଭ5T ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ୪ଟି ଜିଲ୍ଲାରେ ୧୩୧ କୋଟି...

error: Content is protected !!