March 11, 2026

Now Odisha

Now Odisha

Month: January 2026

ବିଜାପୁର, :- ମାଲକାନଗିରି ଜିଲା ସୀମାନ୍ତଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଏବଂସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ୨ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।ସେମାନଙ୍କ...

ନୂଆଦିଲ୍ଲୀ,:- ଭାରତୀୟ ସେନାପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛିଡିଆରଡିଓ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶସଂଗଠନ (ଡିଆରଡିଓ)ର ମିଳିତସହଯୋଗରେ ଏକ ସ୍ୱଦେଶୀବାୟୋଲୋଜିକାଲ...

ଭିଜିଲାନ୍ସ ଜାଲରେ ଏସ୍‌ସିବିର ଲାଞ୍ଚୁଆ ଡାକ୍ତରକଟକ,): ଏସ୍‌ସିବିମେଡିକାଲ୍ କଲେଜରହେପାଟୋଲୋଜି ବିଭାଗଆସୋସିଏଟ୍ ପ୍ରଫେସରସନାତନ ବେହେରାଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜେ ସ୍କୁଟିରେ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯିବାବେଳେସନାତନଙ୍କୁ...

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୁରୁବାର ଦିନ ବିଶ୍ୱବ୍ୟାଙ୍କ ଗ୍ରୁପର ସଭାପତି ଅଜୟବାଙ୍ଗାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣବୈଠକ କରିଛନ୍ତି। ସ୍ଥାନୀୟଲୋକସେବା ଭବନରେଆୟୋଜିତ ଏହି ବୈଠକ ନେଇମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନାଦେଇଛନ୍ତି।...

ଭାରତର ଅର୍ଥନୀତି୬.୮%ରୁ ୭.୨% ଅଭିବୃଦ୍ଧି ହାରରେଦୌଡ଼ିବ। ୨୦୨୬-୨୭ ଆର୍ôଥକ ବର୍ଷରେଭାରତର ଜିଡିପି ଅଭିବୃଦ୍ଧାର ହାର ୬.୮ରୁ୭.୨% ମଧ୍ୟରେ ରହିବ। ବିଶ୍ୱ ଅର୍ଥନୀତିକଦୁର୍ବଳ ଅବସ୍ଥାରେ ଥିଲେ ହେଁ ଭାରତରଅଭିବୃଦ୍ଧି...

ଦିଲ୍ଲୀ ଓ ବିହାରରେବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପିନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟର ଦମ୍‌ଦାରପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିରବିଜୟ ସମସ୍ତଙ୍କୁ ଚକିତ କରିଦେଇଛି।...

ଟ୍ରକ ଧକ୍କାରେ ଯୁବକ ମୃତଭାପୁର, : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତପାଥପୁର ଗ୍ରାମର ଏକ ଯୁବକକୁ ଟ୍ରକ୍ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର...

କୋଣାର୍କ: ଦୀର୍ଘବର୍ଷ ହେଲା ପର୍ଯ୍ୟଟନ ସ୍ଥଳୀ କୋଣାର୍କରେକାଜୁ ପ୍ୟାକେଟ କିଣି ଠକାମୀର ଶୀକାରହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବାପର୍ଯ୍ୟଟକ ମାନେ ପୋଲିସ, ଖାଦ୍ୟନିରୀକ୍ଷକ ଚୁପ୍ ହୋଇ ବସି ରହିଛନ୍ତି।କାଜୁ...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ରାଜନଗର,:-ରାଜନଗର ବ୍ଲକ କଣ୍ଡିରା ପଚାଂୟତମଧୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନିବଖରା ଘର ପୋଡିଯାଇଛି । ଏହି ଗ୍ରାମରଗୋଲେଖ ଦାସ ଓ...

କାର୍ଯ୍ୟରେ ଆସିଥିବା ଲୋକଙ୍କୁ ତାଲାପକାଇଛୁ ଉପନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀହିନ୍ଦୋଳ, :-ସରକାର ବଦଳିବାପରେ ସରକାରୀଅଫିସରଙ୍କ ମାନସିକତା ନିଶ୍ଚୟବଦଳିଛି ଯାହାର ଉଦାହରଣ ଆଜିଦେଖିବାକୁ ମିଳିଛି ହିନ୍ଦୋଳଉପଖଣ୍ଡରେ। ଖବରରୁ ଜଣାପଡିଛିହିନ୍ଦୋଳ ବ୍ଲକ...

error: Content is protected !!