ଏରସମା ::- ଗୁତୁକୃପା ଟ୍ରଷ୍ଟ ଆନୁକୂଲ୍ୟରେ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଅରଡ଼ା ଗ୍ରାମରେ ତେରବର୍ଷ ହେବ ଆୟୋଜିତ ହୋଇ ଆସୁଛି ବେଦ ଗାୟତ୍ରୀ ମହାଯଜ୍ଞ !ଏହି ଯଜ୍ଞ ର ମୁଖ୍ୟ ପୁରୋଧା ହେଉଛନ୍ତି ଭକ୍ତି ବାବା ଶୁଭନାରାୟଣ ଦାସ ! ବାବାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଗତ ୩୦ /୦୧ ୨୬ ତାରିଖରୁ ୦୧/୦୨/୨୬ ତାରିଖ ଯାଏ ଆୟୋଜିତ ଏହି ଯଜ୍ଞ କାର୍ଯ୍ୟ ଚାଲିଥିବା ବେଳେ, ଅରଡ଼ା ଗ୍ରାମର ସମସ୍ତ ବ୍ୟକ୍ତି ବିଶେଷ ସକ୍ରିୟ ସହଯୋଗ କରୁ ଥିବାର ଦେଖିବାକୁ ମିଳିଛି !ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ବାଦୀ ବାହ୍ୟ ଗ୍ରାମ ମାନଙ୍କରୁ ଉପସ୍ଥିତି ହୋଇ ବେଦ ଗାୟତ୍ରୀ ଯଜ୍ଞ କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ବୋଲି ସୂଚନା ମିଳିଛି !

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।