October 29, 2026
ମାନିଲା: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୫.୬ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବା କୁହାଯାଇଛି। ୪ ଲକ୍ଷ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।ବାତ୍ୟା ପ୍ରଭାବିତ ଅଞ୍ଚଳରେ ସଡକଗୁଡିକ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିଫ୍‌ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବୁଧବାର ବାତ୍ୟାଞ୍ଚଳକୁ ରିଲିଫ୍‌ ଯୋଗାଇବାକୁ ଯାଇଥିବାବେଳେ ଫିଲିପାଇନ୍ସ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅଜଣଙ୍କର ପ୍ରାଣହାନି ଘଟିଛି। କାଲମେଗି ଯୋଗୁଁ ଫାଲିପାଇନ୍ସର କେତେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବାରୁ କେତେକ ଗ୍ରାମରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି। ଫିଲିପାଇନ୍ସ ସରକାର ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁୁତ ଥିବାବେଳେ ଆକସ୍ମିକ ବନ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି ବୋଲି ସେବୁ ପ୍ରଦେଶ ଗଭର୍ଣ୍ଣର ପାମେଲା ବାରିକ୍ୟୁଆତ୍ରୋ କହିଛନ୍ତି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୩୦ରେ ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ୭୯ ଲୋକ ପ୍ରାଣ ହରାଇଥିଲେ। ଫିଲିପାଇନ୍ସ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଶାନ୍ତ ମହାସାଗରରେ ଆଉ ଏକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଥିବାବେଳେ ଆଗାମୀ ସପ୍ତାହରେ ଏହା ଉତ୍ତର ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିବ। IMG-20251110-WA0035.jpg

ମାନିଲା: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୫.୬ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବା କୁହାଯାଇଛି। ୪ ଲକ୍ଷ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।ବାତ୍ୟା ପ୍ରଭାବିତ ଅଞ୍ଚଳରେ ସଡକଗୁଡିକ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିଫ୍‌ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବୁଧବାର ବାତ୍ୟାଞ୍ଚଳକୁ ରିଲିଫ୍‌ ଯୋଗାଇବାକୁ ଯାଇଥିବାବେଳେ ଫିଲିପାଇନ୍ସ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅଜଣଙ୍କର ପ୍ରାଣହାନି ଘଟିଛି। କାଲମେଗି ଯୋଗୁଁ ଫାଲିପାଇନ୍ସର କେତେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବାରୁ କେତେକ ଗ୍ରାମରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି। ଫିଲିପାଇନ୍ସ ସରକାର ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁୁତ ଥିବାବେଳେ ଆକସ୍ମିକ ବନ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି ବୋଲି ସେବୁ ପ୍ରଦେଶ ଗଭର୍ଣ୍ଣର ପାମେଲା ବାରିକ୍ୟୁଆତ୍ରୋ କହିଛନ୍ତି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୩୦ରେ ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ୭୯ ଲୋକ ପ୍ରାଣ ହରାଇଥିଲେ। ଫିଲିପାଇନ୍ସ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଶାନ୍ତ ମହାସାଗରରେ ଆଉ ଏକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଥିବାବେଳେ ଆଗାମୀ ସପ୍ତାହରେ ଏହା ଉତ୍ତର ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିବ।

Read More Read more about ମାନିଲା: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୫.୬ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବା କୁହାଯାଇଛି। ୪ ଲକ୍ଷ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।ବାତ୍ୟା ପ୍ରଭାବିତ ଅଞ୍ଚଳରେ ସଡକଗୁଡିକ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିଫ୍‌ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବୁଧବାର ବାତ୍ୟାଞ୍ଚଳକୁ ରିଲିଫ୍‌ ଯୋଗାଇବାକୁ ଯାଇଥିବାବେଳେ ଫିଲିପାଇନ୍ସ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅଜଣଙ୍କର ପ୍ରାଣହାନି ଘଟିଛି। କାଲମେଗି ଯୋଗୁଁ ଫାଲିପାଇନ୍ସର କେତେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବାରୁ କେତେକ ଗ୍ରାମରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି। ଫିଲିପାଇନ୍ସ ସରକାର ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁୁତ ଥିବାବେଳେ ଆକସ୍ମିକ ବନ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି ବୋଲି ସେବୁ ପ୍ରଦେଶ ଗଭର୍ଣ୍ଣର ପାମେଲା ବାରିକ୍ୟୁଆତ୍ରୋ କହିଛନ୍ତି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୩୦ରେ ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ୭୯ ଲୋକ ପ୍ରାଣ ହରାଇଥିଲେ। ଫିଲିପାଇନ୍ସ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଶାନ୍ତ ମହାସାଗରରେ ଆଉ ଏକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଥିବାବେଳେ ଆଗାମୀ ସପ୍ତାହରେ ଏହା ଉତ୍ତର ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିବ।
ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା ଅଧିକାରୀଙ୍କୁ ଟାଣିବା ପରେ, ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କଏଦୀମାନେ ମଦ୍ୟପାନ କରି ପାର୍ଟି କରୁଥିବା ଏବଂ ନାଚୁଥିବା ଦେଖାଯାଇଛି।ଭାଇରାଲ୍ ହୋଇଥିବା ଭିଡିଓରେ ଡିସପୋଜେବଲ୍ ଗ୍ଲାସରେ ମଦ, କଟା ଫଳ ଏବଂ ଭଜା ବାଦାମ ସହିତ ପାର୍ଟି ପାଇଁ ଉତ୍ତମ ଆୟୋଜନ ଦେଖିବାକୁ ମିଳିଛି। ଅନ୍ୟ ଏକ ଦୃଶ୍ୟରେ, କିଛି କଏଦୀ ବାସନକୁସନ ବାଡ଼େଇ ନାଚୁଥିବା ବେଳେ ଚାରିଟି ଛୋଟ ମଦ ବୋତଲ ମଧ୍ୟ ଦେଖିବାକୁ ମିଳିଛି।ଏହି ଘଟଣା ଜେଲ୍ ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ପୂର୍ବରୁ ମଧ୍ୟ ଅପରାଧୀମାନେ ଜେଲ୍ ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଏବଂ ଟିଭି ଦେଖିବା ଭଳି ଘଟଣା ସାମ୍ନାକୁ ଆସିଛି।ISIS ପାଇଁ ନିଯୁକ୍ତି କରୁଥିବା ମନ୍ନା ଜେଲ୍ ଭିତରେ ଫୋନ୍ ସ୍କ୍ରୋଲ୍ କରି ଚା’ ପିଉଥିବାର ଭିଡିଓ ସାମ୍ନାକୁ ଆସିଛି। ୧୮ଟି ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଉମେଶ ରେଡ୍ଡୀଙ୍କୁ ତାଙ୍କ ବାରାକ୍ସ ଭିତରେ ଦୁଇଟି ଆଣ୍ଡ୍ରଏଡ୍ ଏବଂ ଗୋଟିଏ କୀ-ପ୍ୟାଡ୍ ମୋବାଇଲ୍ ସହ ଟିଭି ବ୍ୟବହାର କରୁଥିବା ଦେଖାଯାଇଛି। ସୁନା ଚୋରାଚାଲାଣ ମାମଲାରେ ଧରାପଡ଼ିଥିବା ତରୁଣ ରାଜୁ ମଧ୍ୟ ଜେଲ୍ ଭିତରେ ଫୋନ୍ ବ୍ୟବହାର କରିବା ସହ ରୋଷେଇ କରୁଥିବାର ଚିତ୍ର ସାମ୍ନାକୁ ଆସିଛି।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଗୃହମନ୍ତ୍ରୀ ଜି. ପରମେଶ୍ୱରା ଆଜି ସକାଳେ ଏହି ଘଟଣାକୁ ‘ଅସହ୍ୟ’ କହି ଜେଲ୍ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। IMG-20251110-WA0034.jpg

ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା ଅଧିକାରୀଙ୍କୁ ଟାଣିବା ପରେ, ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କଏଦୀମାନେ ମଦ୍ୟପାନ କରି ପାର୍ଟି କରୁଥିବା ଏବଂ ନାଚୁଥିବା ଦେଖାଯାଇଛି।ଭାଇରାଲ୍ ହୋଇଥିବା ଭିଡିଓରେ ଡିସପୋଜେବଲ୍ ଗ୍ଲାସରେ ମଦ, କଟା ଫଳ ଏବଂ ଭଜା ବାଦାମ ସହିତ ପାର୍ଟି ପାଇଁ ଉତ୍ତମ ଆୟୋଜନ ଦେଖିବାକୁ ମିଳିଛି। ଅନ୍ୟ ଏକ ଦୃଶ୍ୟରେ, କିଛି କଏଦୀ ବାସନକୁସନ ବାଡ଼େଇ ନାଚୁଥିବା ବେଳେ ଚାରିଟି ଛୋଟ ମଦ ବୋତଲ ମଧ୍ୟ ଦେଖିବାକୁ ମିଳିଛି।ଏହି ଘଟଣା ଜେଲ୍ ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ପୂର୍ବରୁ ମଧ୍ୟ ଅପରାଧୀମାନେ ଜେଲ୍ ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଏବଂ ଟିଭି ଦେଖିବା ଭଳି ଘଟଣା ସାମ୍ନାକୁ ଆସିଛି।ISIS ପାଇଁ ନିଯୁକ୍ତି କରୁଥିବା ମନ୍ନା ଜେଲ୍ ଭିତରେ ଫୋନ୍ ସ୍କ୍ରୋଲ୍ କରି ଚା’ ପିଉଥିବାର ଭିଡିଓ ସାମ୍ନାକୁ ଆସିଛି। ୧୮ଟି ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଉମେଶ ରେଡ୍ଡୀଙ୍କୁ ତାଙ୍କ ବାରାକ୍ସ ଭିତରେ ଦୁଇଟି ଆଣ୍ଡ୍ରଏଡ୍ ଏବଂ ଗୋଟିଏ କୀ-ପ୍ୟାଡ୍ ମୋବାଇଲ୍ ସହ ଟିଭି ବ୍ୟବହାର କରୁଥିବା ଦେଖାଯାଇଛି। ସୁନା ଚୋରାଚାଲାଣ ମାମଲାରେ ଧରାପଡ଼ିଥିବା ତରୁଣ ରାଜୁ ମଧ୍ୟ ଜେଲ୍ ଭିତରେ ଫୋନ୍ ବ୍ୟବହାର କରିବା ସହ ରୋଷେଇ କରୁଥିବାର ଚିତ୍ର ସାମ୍ନାକୁ ଆସିଛି।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଗୃହମନ୍ତ୍ରୀ ଜି. ପରମେଶ୍ୱରା ଆଜି ସକାଳେ ଏହି ଘଟଣାକୁ ‘ଅସହ୍ୟ’ କହି ଜେଲ୍ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।

Read More Read more about ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା ଅଧିକାରୀଙ୍କୁ ଟାଣିବା ପରେ, ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କଏଦୀମାନେ ମଦ୍ୟପାନ କରି ପାର୍ଟି କରୁଥିବା ଏବଂ ନାଚୁଥିବା ଦେଖାଯାଇଛି।ଭାଇରାଲ୍ ହୋଇଥିବା ଭିଡିଓରେ ଡିସପୋଜେବଲ୍ ଗ୍ଲାସରେ ମଦ, କଟା ଫଳ ଏବଂ ଭଜା ବାଦାମ ସହିତ ପାର୍ଟି ପାଇଁ ଉତ୍ତମ ଆୟୋଜନ ଦେଖିବାକୁ ମିଳିଛି। ଅନ୍ୟ ଏକ ଦୃଶ୍ୟରେ, କିଛି କଏଦୀ ବାସନକୁସନ ବାଡ଼େଇ ନାଚୁଥିବା ବେଳେ ଚାରିଟି ଛୋଟ ମଦ ବୋତଲ ମଧ୍ୟ ଦେଖିବାକୁ ମିଳିଛି।ଏହି ଘଟଣା ଜେଲ୍ ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ପୂର୍ବରୁ ମଧ୍ୟ ଅପରାଧୀମାନେ ଜେଲ୍ ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଏବଂ ଟିଭି ଦେଖିବା ଭଳି ଘଟଣା ସାମ୍ନାକୁ ଆସିଛି।ISIS ପାଇଁ ନିଯୁକ୍ତି କରୁଥିବା ମନ୍ନା ଜେଲ୍ ଭିତରେ ଫୋନ୍ ସ୍କ୍ରୋଲ୍ କରି ଚା’ ପିଉଥିବାର ଭିଡିଓ ସାମ୍ନାକୁ ଆସିଛି। ୧୮ଟି ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଉମେଶ ରେଡ୍ଡୀଙ୍କୁ ତାଙ୍କ ବାରାକ୍ସ ଭିତରେ ଦୁଇଟି ଆଣ୍ଡ୍ରଏଡ୍ ଏବଂ ଗୋଟିଏ କୀ-ପ୍ୟାଡ୍ ମୋବାଇଲ୍ ସହ ଟିଭି ବ୍ୟବହାର କରୁଥିବା ଦେଖାଯାଇଛି। ସୁନା ଚୋରାଚାଲାଣ ମାମଲାରେ ଧରାପଡ଼ିଥିବା ତରୁଣ ରାଜୁ ମଧ୍ୟ ଜେଲ୍ ଭିତରେ ଫୋନ୍ ବ୍ୟବହାର କରିବା ସହ ରୋଷେଇ କରୁଥିବାର ଚିତ୍ର ସାମ୍ନାକୁ ଆସିଛି।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଗୃହମନ୍ତ୍ରୀ ଜି. ପରମେଶ୍ୱରା ଆଜି ସକାଳେ ଏହି ଘଟଣାକୁ ‘ଅସହ୍ୟ’ କହି ଜେଲ୍ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।
ନୁଆପଡା ବିଧାନସଭା ଉପ ନିର୍ବାଚନରେ ନିର୍ବାଚନ ଆଦର୍ଶ ଆଚରଣ ନିୟମ ଉଲ୍ଲଂଘନ କରି ଶିଶୁମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ...
 ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରେ କହିଲେ ମୁଖ୍ୟମନ୍ତ୍ରୀ।ନବୀନ ବାବୁ ଆଦିବାସୀଙ୍କ...
ଭୁବନେଶ୍ୱର: ଗତ ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା ନେଇ ବିଜେଡି ଦଳର ନେତାମାନେ କହୁଥିଲେ।...
ନବୀନଙ୍କଫ୍ଲାଇଟ୍ପ୍ଲାନ୍ଦାଖଲହୋଇନଥିଲା-ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା-ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା-‘ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍...
error: Content is protected !!