October 28, 2026
କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଝଟକା ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବାରାଣସୀ ସ୍ପେଶାଲ କୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ରାହୁଲ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ।ଗତବର୍ଷ ଶିଖ ସଂପ୍ରଦାୟ ବିରୋଧରେ ସେ ଦେଇଥିବା ବୟାନକୁ ଆଧାର କରି ହୋଇଥିବା ସଂଶୋଧନ ଆବେଦନକୁ ବାରାଣସୀ ସ୍ପେଶାଲ କୋର୍ଟ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ରାହୁଲ ହାଇକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।ଆବେଦନ ଖାରଜ ହେବାର ଅର୍ଥ ଏବେ ବାରାଣସୀ ସାଂସଦ/ବିଧାୟକ କୋର୍ଟରେ ରିଭିଜନ ପିଟିସନର ବିଚାର କରିବାକୁ ବାଟ ଫିଟିଛି। କୋର୍ଟ ଏବେ ପିଟିସନକୁ ଆଧାର କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିପାରିବେ। ୨୦୨୫ ଜୁଲାଇ ୨୧ରେ ବାରାଣସୀ ସ୍ପେଶାଲ କୋର୍ଟ ରାହୁଲ ଗାନ୍ଧି ବିରୋଧରେ ଆଗତ ଗୋଟିଏ ରିଭିଜନ ପିଟିସନକୁ ଗ୍ରହଣ କରିଥିଲେ। ଏହା ବିରୋଧରେ ରାହୁଲ ଗାନ୍ଧି ହାଇକୋର୍ଟକୁ ଯାଇଥିଲେ। ଗତବର୍ଷ ରାହୁଲ ଗାନ୍ଧି ୩ ଦିନିଆ ଆମେରିକା ଗସ୍ତରେ ଯାଉଥିବା ବେଳେ ପୂରା ଘଟଣା ଘଟିଥିଲା। ଏହି ସମୟରେ ରାହୁଲ ସେଠାରେ କହିଥିଲେ ଯେ ଭାରତରେ ଶିଖମାନଙ୍କୁ ପଗଡ଼ି ପିନ୍ଧିବାକୁ କିମ୍ବା ହାତରେ କଡ଼ା ଲଗାଇବାକୁ ଅନୁମତି ମିଳୁନି।ରାହୁଲଙ୍କ ଏପରି ବୟାନ ବିରୋଧରେ ପ୍ରଥମେ ୨୦୨୪ ନଭେମ୍ବର ୨୮ରେ ଗୋଟିଏ ଆବେଦନ କରାଯାଇଥିଲେ ହେଁ ଏହାକୁ ସ୍ୱତନ୍ତ୍ର କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ନାଗେଶ୍ୱର ମିଶ୍ରା ନାମକ ଜଣେ ବ୍ୟକ୍ତି ବାରାଣସୀ ସ୍ୱତନ୍ତ୍ର କୋର୍ଟରେ ସଂଶୋଧିତ ପିଟିସନ ଦାଖଲ କରିଥିଲେ। ଏହାକୁ ୨୦୨୫ ଜୁଲାଇ ୨୧ରେ ସ୍ୱତନ୍ତ୍ର ବିଚାରପତି ଗ୍ରହଣ କରିଥିଲେ।ଏହାକୁ ରାହୁଲ ଗାନ୍ଧି ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେପ୍ଟେମ୍ବର ୩ରେ ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏବେ ଏହାର ରାୟ ପ୍ରକାଶ ପାଇଛି। ଆଜି ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ଆବେଦନକୁ ଖାରଜ କରି ତାଙ୍କୁ ବଡ଼ ଝଟକା ଦେଇଛନ୍ତି।  IMG-20250926-WA0025.jpg

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଝଟକା ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବାରାଣସୀ ସ୍ପେଶାଲ କୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ରାହୁଲ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ।ଗତବର୍ଷ ଶିଖ ସଂପ୍ରଦାୟ ବିରୋଧରେ ସେ ଦେଇଥିବା ବୟାନକୁ ଆଧାର କରି ହୋଇଥିବା ସଂଶୋଧନ ଆବେଦନକୁ ବାରାଣସୀ ସ୍ପେଶାଲ କୋର୍ଟ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ରାହୁଲ ହାଇକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।ଆବେଦନ ଖାରଜ ହେବାର ଅର୍ଥ ଏବେ ବାରାଣସୀ ସାଂସଦ/ବିଧାୟକ କୋର୍ଟରେ ରିଭିଜନ ପିଟିସନର ବିଚାର କରିବାକୁ ବାଟ ଫିଟିଛି। କୋର୍ଟ ଏବେ ପିଟିସନକୁ ଆଧାର କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିପାରିବେ। ୨୦୨୫ ଜୁଲାଇ ୨୧ରେ ବାରାଣସୀ ସ୍ପେଶାଲ କୋର୍ଟ ରାହୁଲ ଗାନ୍ଧି ବିରୋଧରେ ଆଗତ ଗୋଟିଏ ରିଭିଜନ ପିଟିସନକୁ ଗ୍ରହଣ କରିଥିଲେ। ଏହା ବିରୋଧରେ ରାହୁଲ ଗାନ୍ଧି ହାଇକୋର୍ଟକୁ ଯାଇଥିଲେ। ଗତବର୍ଷ ରାହୁଲ ଗାନ୍ଧି ୩ ଦିନିଆ ଆମେରିକା ଗସ୍ତରେ ଯାଉଥିବା ବେଳେ ପୂରା ଘଟଣା ଘଟିଥିଲା। ଏହି ସମୟରେ ରାହୁଲ ସେଠାରେ କହିଥିଲେ ଯେ ଭାରତରେ ଶିଖମାନଙ୍କୁ ପଗଡ଼ି ପିନ୍ଧିବାକୁ କିମ୍ବା ହାତରେ କଡ଼ା ଲଗାଇବାକୁ ଅନୁମତି ମିଳୁନି।ରାହୁଲଙ୍କ ଏପରି ବୟାନ ବିରୋଧରେ ପ୍ରଥମେ ୨୦୨୪ ନଭେମ୍ବର ୨୮ରେ ଗୋଟିଏ ଆବେଦନ କରାଯାଇଥିଲେ ହେଁ ଏହାକୁ ସ୍ୱତନ୍ତ୍ର କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ନାଗେଶ୍ୱର ମିଶ୍ରା ନାମକ ଜଣେ ବ୍ୟକ୍ତି ବାରାଣସୀ ସ୍ୱତନ୍ତ୍ର କୋର୍ଟରେ ସଂଶୋଧିତ ପିଟିସନ ଦାଖଲ କରିଥିଲେ। ଏହାକୁ ୨୦୨୫ ଜୁଲାଇ ୨୧ରେ ସ୍ୱତନ୍ତ୍ର ବିଚାରପତି ଗ୍ରହଣ କରିଥିଲେ।ଏହାକୁ ରାହୁଲ ଗାନ୍ଧି ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେପ୍ଟେମ୍ବର ୩ରେ ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏବେ ଏହାର ରାୟ ପ୍ରକାଶ ପାଇଛି। ଆଜି ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ଆବେଦନକୁ ଖାରଜ କରି ତାଙ୍କୁ ବଡ଼ ଝଟକା ଦେଇଛନ୍ତି। 

Read More Read more about କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଝଟକା ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବାରାଣସୀ ସ୍ପେଶାଲ କୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ରାହୁଲ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ।ଗତବର୍ଷ ଶିଖ ସଂପ୍ରଦାୟ ବିରୋଧରେ ସେ ଦେଇଥିବା ବୟାନକୁ ଆଧାର କରି ହୋଇଥିବା ସଂଶୋଧନ ଆବେଦନକୁ ବାରାଣସୀ ସ୍ପେଶାଲ କୋର୍ଟ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ରାହୁଲ ହାଇକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।ଆବେଦନ ଖାରଜ ହେବାର ଅର୍ଥ ଏବେ ବାରାଣସୀ ସାଂସଦ/ବିଧାୟକ କୋର୍ଟରେ ରିଭିଜନ ପିଟିସନର ବିଚାର କରିବାକୁ ବାଟ ଫିଟିଛି। କୋର୍ଟ ଏବେ ପିଟିସନକୁ ଆଧାର କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିପାରିବେ। ୨୦୨୫ ଜୁଲାଇ ୨୧ରେ ବାରାଣସୀ ସ୍ପେଶାଲ କୋର୍ଟ ରାହୁଲ ଗାନ୍ଧି ବିରୋଧରେ ଆଗତ ଗୋଟିଏ ରିଭିଜନ ପିଟିସନକୁ ଗ୍ରହଣ କରିଥିଲେ। ଏହା ବିରୋଧରେ ରାହୁଲ ଗାନ୍ଧି ହାଇକୋର୍ଟକୁ ଯାଇଥିଲେ। ଗତବର୍ଷ ରାହୁଲ ଗାନ୍ଧି ୩ ଦିନିଆ ଆମେରିକା ଗସ୍ତରେ ଯାଉଥିବା ବେଳେ ପୂରା ଘଟଣା ଘଟିଥିଲା। ଏହି ସମୟରେ ରାହୁଲ ସେଠାରେ କହିଥିଲେ ଯେ ଭାରତରେ ଶିଖମାନଙ୍କୁ ପଗଡ଼ି ପିନ୍ଧିବାକୁ କିମ୍ବା ହାତରେ କଡ଼ା ଲଗାଇବାକୁ ଅନୁମତି ମିଳୁନି।ରାହୁଲଙ୍କ ଏପରି ବୟାନ ବିରୋଧରେ ପ୍ରଥମେ ୨୦୨୪ ନଭେମ୍ବର ୨୮ରେ ଗୋଟିଏ ଆବେଦନ କରାଯାଇଥିଲେ ହେଁ ଏହାକୁ ସ୍ୱତନ୍ତ୍ର କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ନାଗେଶ୍ୱର ମିଶ୍ରା ନାମକ ଜଣେ ବ୍ୟକ୍ତି ବାରାଣସୀ ସ୍ୱତନ୍ତ୍ର କୋର୍ଟରେ ସଂଶୋଧିତ ପିଟିସନ ଦାଖଲ କରିଥିଲେ। ଏହାକୁ ୨୦୨୫ ଜୁଲାଇ ୨୧ରେ ସ୍ୱତନ୍ତ୍ର ବିଚାରପତି ଗ୍ରହଣ କରିଥିଲେ।ଏହାକୁ ରାହୁଲ ଗାନ୍ଧି ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେପ୍ଟେମ୍ବର ୩ରେ ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏବେ ଏହାର ରାୟ ପ୍ରକାଶ ପାଇଛି। ଆଜି ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ଆବେଦନକୁ ଖାରଜ କରି ତାଙ୍କୁ ବଡ଼ ଝଟକା ଦେଇଛନ୍ତି। 
ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି ପୁଲିସ୍‌। ରାଜ୍ୟ ମାନ୍ୟତା ଦାବିରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ(Sonam Wangchuk) ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସକାଣ୍ଡ ଘଟାଇଥିଲେ।ଏଥିଯୋଗୁ ଅନେକ ପୁଲିସ୍‌ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେହିପରି ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏବେ ଏହି ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଛି। ଏହାର ଦିନକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଅଣ ଲାଭକାରୀ ‘Students Educational and Cultural Movement of Ladakh’ (SECMOL) ପଞ୍ଜିକରଣକୁ ରଦ୍ଦ କରିଥିଲେ। ବିଦେଶୀରୁ ପାଣ୍ଠି ସଂଗ୍ରହ ଆଇନ ବଳରେ ଏହାର ଲାଇସେନ୍ସକୁ ବାତିଲ କରାଯାଇଥିଲା। ସେହିପରି ବିଦେଶୀରୁ ପାଣ୍ଠି ସଂଗ୍ରହରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ୱାଙ୍ଗଚୁକଙ୍କ ବିରୋଧରେ ଆସିଛି। ଏହାର ତଦନ୍ତ ଏବେ ସିବିଆଇ ଆରମ୍ଭ କରିଛି। IMG-20250926-WA0022.jpg

ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି ପୁଲିସ୍‌। ରାଜ୍ୟ ମାନ୍ୟତା ଦାବିରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ(Sonam Wangchuk) ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସକାଣ୍ଡ ଘଟାଇଥିଲେ।ଏଥିଯୋଗୁ ଅନେକ ପୁଲିସ୍‌ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେହିପରି ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏବେ ଏହି ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଛି। ଏହାର ଦିନକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଅଣ ଲାଭକାରୀ ‘Students Educational and Cultural Movement of Ladakh’ (SECMOL) ପଞ୍ଜିକରଣକୁ ରଦ୍ଦ କରିଥିଲେ। ବିଦେଶୀରୁ ପାଣ୍ଠି ସଂଗ୍ରହ ଆଇନ ବଳରେ ଏହାର ଲାଇସେନ୍ସକୁ ବାତିଲ କରାଯାଇଥିଲା। ସେହିପରି ବିଦେଶୀରୁ ପାଣ୍ଠି ସଂଗ୍ରହରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ୱାଙ୍ଗଚୁକଙ୍କ ବିରୋଧରେ ଆସିଛି। ଏହାର ତଦନ୍ତ ଏବେ ସିବିଆଇ ଆରମ୍ଭ କରିଛି।

Read More Read more about ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି ପୁଲିସ୍‌। ରାଜ୍ୟ ମାନ୍ୟତା ଦାବିରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ(Sonam Wangchuk) ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସକାଣ୍ଡ ଘଟାଇଥିଲେ।ଏଥିଯୋଗୁ ଅନେକ ପୁଲିସ୍‌ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେହିପରି ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏବେ ଏହି ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଛି। ଏହାର ଦିନକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଅଣ ଲାଭକାରୀ ‘Students Educational and Cultural Movement of Ladakh’ (SECMOL) ପଞ୍ଜିକରଣକୁ ରଦ୍ଦ କରିଥିଲେ। ବିଦେଶୀରୁ ପାଣ୍ଠି ସଂଗ୍ରହ ଆଇନ ବଳରେ ଏହାର ଲାଇସେନ୍ସକୁ ବାତିଲ କରାଯାଇଥିଲା। ସେହିପରି ବିଦେଶୀରୁ ପାଣ୍ଠି ସଂଗ୍ରହରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ୱାଙ୍ଗଚୁକଙ୍କ ବିରୋଧରେ ଆସିଛି। ଏହାର ତଦନ୍ତ ଏବେ ସିବିଆଇ ଆରମ୍ଭ କରିଛି।
—ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମିଗ୍‍-୨୧ ଲଢୁଆ ବିମାନକୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି । ଚଣ୍ଡିଗଡ ଏୟାରବେସରେ ଏକ ସ୍ୱତନ୍ତ୍ର...
 ପାଟନା,୨୬।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜ୍ୟରେ ନିରନ୍ତର ବିକାଶମୂଳକ ପ୍ରକଳ୍ପ ଘୋଷଣା କରୁଛନ୍ତି। ଏହି ସମୟରେ,...
–ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ପୂର୍ବ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବା...
ନୂଆଦିଲ୍ଲୀ: ପୁଣି ଟ୍ରମ୍ ଟାରିଫ୍‍ ଛାଟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ ନିଷ୍ପତ୍ତି...
ପିପିଲି :ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟରେ ବିସ୍କୁଟ୍‍ ପ୍ୟାକେଟ୍‍ ଖୋଲିବାରୁ ସେଥିରୁ ବାହାରିଥିଲା ଏକ ଲମ୍ବାପୋକ। ଏଭଳି ଘଟଣା ଘଟିଛି ପିପିଲି ପୌରାଞ୍ଚଳ...
error: Content is protected !!