October 30, 2026
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଚାବୁଆ ଏୟାରଫିଲ୍ଡରେ ପହଞ୍ଚିଥିଲେ ଏବଂ ତା’ପରେ ବାୟୁସେନାର ସି-୧୩୦ ବିମାନ...
 ବିଜେଡିର ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ‘ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଦରକାର’।’ଏସବୁକୁ...
ଭାଲେଣ୍ଟାଇନରେ ଡେ’ରେ ଉତ୍ତରପ୍ରଦେଶର ନୋଏଡାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି। ନୋଏଡାରେ ଶନିବାର...
ବିହାରର ଔରଙ୍ଗାବାଦ ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି । ୫ ଜଣ ନାବାଳିକା ସାଙ୍ଗ ବିଷର ସ୍ୱାଦ କିପରି ବୋଲି ଚାଖୁଥିଲେ...
ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପରିସ୍ଥିତି ନିୟନ୍ତ୍ରଣ କରିବା...
ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଶନିବାର ମେ‌ଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି। ଏଲମ୍ବିଏସ୍ ରୋଡ ନିକଟରେ ନିର୍ମାଣାଧିନ ମେଟ୍ରୋର...
ପାଞ୍ଚ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ କର୍ମଶାଳା ( ଫଟୋ) ————————————— ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକଙ୍କ ତତ୍ବାବଧାନରେ ଗତ ୯ ତାରିଖ ଠାରୁ ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହୋଇଯାଇଥିବା ଶିବିରରେ ଆର ପି ଶିକ୍ଷକ ସୌମ୍ୟ ପଟ୍ଟନାୟକ ,ବରୁଣ କୁମାର ସାହୁ , ଅଜିତ୍ କୁମାର ଦାସ ,ପଙ୍କଜ ବାରିକ ପ୍ରମୁଖ ୫ ଦିନ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଚଳିତ ନୂତନ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ କିପରି ଚିନ୍ତା ମୁକ୍ତ ହୋଇ ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ସହଜରେ ପଠନ କରିବା, ଶିକ୍ଷାର ଅଭିବୃଦ୍ଧି ଓ ଗୁଣାତ୍ମକ ବିକାଶ ଦିଗରେ ଅଗ୍ରଗତି ହେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିବା , ଶିକ୍ଷାର ଅଭିବୃଦ୍ଧି ଘଟାଇବା ପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ଜାରି କରିଛନ୍ତି । ଛାତ୍ର ଛାତ୍ରୀ ନୂତନ ଶିକ୍ଷା ବର୍ଷରେ ନୂତନ ପୁସ୍ତକ ପଠନ କରିବା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସରଳୀକରଣ ଭାବେ ଶିକ୍ଷାଦାନ କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଶିକ୍ଷକ ଆର ପି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଉପରେ ପାଞ୍ଚ ଦିନ ଧରି ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ମାର୍ଗଦର୍ଶନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । Screenshot 2026-02-15 014723

ପାଞ୍ଚ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ କର୍ମଶାଳା ( ଫଟୋ) ————————————— ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକଙ୍କ ତତ୍ବାବଧାନରେ ଗତ ୯ ତାରିଖ ଠାରୁ ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହୋଇଯାଇଥିବା ଶିବିରରେ ଆର ପି ଶିକ୍ଷକ ସୌମ୍ୟ ପଟ୍ଟନାୟକ ,ବରୁଣ କୁମାର ସାହୁ , ଅଜିତ୍ କୁମାର ଦାସ ,ପଙ୍କଜ ବାରିକ ପ୍ରମୁଖ ୫ ଦିନ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଚଳିତ ନୂତନ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ କିପରି ଚିନ୍ତା ମୁକ୍ତ ହୋଇ ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ସହଜରେ ପଠନ କରିବା, ଶିକ୍ଷାର ଅଭିବୃଦ୍ଧି ଓ ଗୁଣାତ୍ମକ ବିକାଶ ଦିଗରେ ଅଗ୍ରଗତି ହେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିବା , ଶିକ୍ଷାର ଅଭିବୃଦ୍ଧି ଘଟାଇବା ପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ଜାରି କରିଛନ୍ତି । ଛାତ୍ର ଛାତ୍ରୀ ନୂତନ ଶିକ୍ଷା ବର୍ଷରେ ନୂତନ ପୁସ୍ତକ ପଠନ କରିବା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସରଳୀକରଣ ଭାବେ ଶିକ୍ଷାଦାନ କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଶିକ୍ଷକ ଆର ପି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଉପରେ ପାଞ୍ଚ ଦିନ ଧରି ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ମାର୍ଗଦର୍ଶନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Read More Read more about ପାଞ୍ଚ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ କର୍ମଶାଳା ( ଫଟୋ) ————————————— ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକଙ୍କ ତତ୍ବାବଧାନରେ ଗତ ୯ ତାରିଖ ଠାରୁ ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହୋଇଯାଇଥିବା ଶିବିରରେ ଆର ପି ଶିକ୍ଷକ ସୌମ୍ୟ ପଟ୍ଟନାୟକ ,ବରୁଣ କୁମାର ସାହୁ , ଅଜିତ୍ କୁମାର ଦାସ ,ପଙ୍କଜ ବାରିକ ପ୍ରମୁଖ ୫ ଦିନ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଚଳିତ ନୂତନ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ କିପରି ଚିନ୍ତା ମୁକ୍ତ ହୋଇ ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ସହଜରେ ପଠନ କରିବା, ଶିକ୍ଷାର ଅଭିବୃଦ୍ଧି ଓ ଗୁଣାତ୍ମକ ବିକାଶ ଦିଗରେ ଅଗ୍ରଗତି ହେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିବା , ଶିକ୍ଷାର ଅଭିବୃଦ୍ଧି ଘଟାଇବା ପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ଜାରି କରିଛନ୍ତି । ଛାତ୍ର ଛାତ୍ରୀ ନୂତନ ଶିକ୍ଷା ବର୍ଷରେ ନୂତନ ପୁସ୍ତକ ପଠନ କରିବା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସରଳୀକରଣ ଭାବେ ଶିକ୍ଷାଦାନ କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଶିକ୍ଷକ ଆର ପି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଉପରେ ପାଞ୍ଚ ଦିନ ଧରି ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ମାର୍ଗଦର୍ଶନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
error: Content is protected !!