October 29, 2026
ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ...
ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ। IMG-20251014-WA0001.jpg

ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ।

Read More Read more about ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ।
ସମ୍ବଲପୁର: ସମ୍ବଲପୁର ଦୁର୍ଗାପାଲି ଠାରେ ନିର୍ମିତ ରେଳବାଇ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାର ଅଭିଯୋଗ କରି ଆଇନଜୀବୀ ପ୍ରଶାନ୍ତ...
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା...
ନୂଆଦିଲ୍ଲୀ,୧୩।୧: ଏଥର ଦୀପାବଳିରେ ପ୍ରାଇଭେଟ୍‌ କର୍ମଚାରୀମାନେ କିଛି ଭଲ ଖବର ପାଇବେ ବୋଲି ଆଶା କରାଯାଉଛି। କର୍ମଚାରୀଙ୍କ ଉନ୍ନତି ପାଇଁ ପରିଚାଳିତ କର୍ମଚାରୀ...
ମାନିଲା, ୧୩ା୧୦:୪୮ତମ ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ...
ପଶ୍ଚିମବଙ୍ଗର ଦୁର୍ଗାପୁରର ଶୋଭାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ରବିବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏଭଳି ଏକ ଘଟଣାକୁ ନେଇ ସେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି।ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀ ହୋଇଥିବାରୁ ଏହି ଘଟଣା ପାଇଁ ପୂରା ଦାୟିତ୍ୱ ସରକାରଙ୍କଠାରୁ ହଟାଇ ଉକ୍ତ ମେଡିକାଲ କଲେଜ ଉପରେ ଲଦିବାକୁ ପ୍ରୟାସ କରିଛନ୍ତି ମମତା।ସେ କହିଛନ୍ତି, ସେ (ପୀଡ଼ିତା) ଏକ ଘରୋଇ ମେଡିକାଲ କଲେଜରେ ପଢ଼ନ୍ତି। ତା’ହେଲେ ଏହା କାହାର ଦାୟିତ୍ୱ? ସେ କାହିଁକି ରାତି ସାଢ଼େ ୧୨ଟା ବେଳେ ବାହାରକୁ ଆସିଥିଲେ? ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜେ ସେମାନଙ୍କ ଶିକ୍ଷାର୍ଥୀଙ୍କ ଯତ୍ନ ନେବା ଉଚିତ। ତା’ସହିତ ରାତିରେ ବାହାରେ ବୁଲିବା ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବା ଉଚିତ। ସେମାନଙ୍କୁ ରାତିରେ ବାହାରେ ବୁଲାବୁଲି କରିବାକୁ ଅନୁମତି ଦିଆନଯିବା ଉଚିତ। ସେମାନେ ନିଜକୁ ନିଜେ ରକ୍ଷା କରିବା ଉଚିତ। ମୁଁ ଯାହା ଜାଣିଛି ଘଟଣା ଘଟିଥିବା ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଅଛି।ଏହା ସହିତ ସେ ଓଡ଼ିଶାର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତିନି ସପ୍ତାହ ତଳେ ଓଡ଼ିଶାରେ ସମୁଦ୍ର କୂଳରେ ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେହି ମାମଲାରେ ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ ଯଦି ମହିଳାଙ୍କ ସହିତ କିଛି ବି ଘଟେ, ଆମେ ତାକୁ ସାଧାରଣ ମାମଲା ଭାବେ ନେଉ ନାହିଁ। ସେଗୁଡ଼ିକୁ ଆମେ ଗୁରୁତ୍ୱପୂର୍ଣ୍ଣ ମାମଲା ଭାବେ ଗ୍ରହଣ କରୁ।ତାଙ୍କର ଏହି ମନ୍ତବ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। କାରଣ ତିନି ସପ୍ତାହ ତଳେ ଓଡ଼ିଶାର କୌଣସି ସମୁଦ୍ର କୂଳରେ ଏମିତି ଏକ ଘଟଣା ଘଟି ନାହିଁ। ତଥାପି ମମତା ଜଣେ ମୁଖ୍ୟମନ୍ତ୍ରୀ ହୋଇ କେଉଁ ଆଧାରରେ ଏଭଳି ଏକ ତଥ୍ୟ ରଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ମମତା ଆହୁରି କହିଛନ୍ତି, ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଘଟେ, ତାହା ନିନ୍ଦନୀୟ। ମଣିପୁର, ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ ଏଭଳି ମାମଲା ବହୁତ ଘଟୁଛି। ଆମେ ଭାବୁଛୁ ସେଠାକାର ସରକାରଗୁଡ଼ିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ। IMG-20251013-WA0001.jpg

ପଶ୍ଚିମବଙ୍ଗର ଦୁର୍ଗାପୁରର ଶୋଭାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ରବିବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏଭଳି ଏକ ଘଟଣାକୁ ନେଇ ସେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି।ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀ ହୋଇଥିବାରୁ ଏହି ଘଟଣା ପାଇଁ ପୂରା ଦାୟିତ୍ୱ ସରକାରଙ୍କଠାରୁ ହଟାଇ ଉକ୍ତ ମେଡିକାଲ କଲେଜ ଉପରେ ଲଦିବାକୁ ପ୍ରୟାସ କରିଛନ୍ତି ମମତା।ସେ କହିଛନ୍ତି, ସେ (ପୀଡ଼ିତା) ଏକ ଘରୋଇ ମେଡିକାଲ କଲେଜରେ ପଢ଼ନ୍ତି। ତା’ହେଲେ ଏହା କାହାର ଦାୟିତ୍ୱ? ସେ କାହିଁକି ରାତି ସାଢ଼େ ୧୨ଟା ବେଳେ ବାହାରକୁ ଆସିଥିଲେ? ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜେ ସେମାନଙ୍କ ଶିକ୍ଷାର୍ଥୀଙ୍କ ଯତ୍ନ ନେବା ଉଚିତ। ତା’ସହିତ ରାତିରେ ବାହାରେ ବୁଲିବା ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବା ଉଚିତ। ସେମାନଙ୍କୁ ରାତିରେ ବାହାରେ ବୁଲାବୁଲି କରିବାକୁ ଅନୁମତି ଦିଆନଯିବା ଉଚିତ। ସେମାନେ ନିଜକୁ ନିଜେ ରକ୍ଷା କରିବା ଉଚିତ। ମୁଁ ଯାହା ଜାଣିଛି ଘଟଣା ଘଟିଥିବା ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଅଛି।ଏହା ସହିତ ସେ ଓଡ଼ିଶାର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତିନି ସପ୍ତାହ ତଳେ ଓଡ଼ିଶାରେ ସମୁଦ୍ର କୂଳରେ ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେହି ମାମଲାରେ ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ ଯଦି ମହିଳାଙ୍କ ସହିତ କିଛି ବି ଘଟେ, ଆମେ ତାକୁ ସାଧାରଣ ମାମଲା ଭାବେ ନେଉ ନାହିଁ। ସେଗୁଡ଼ିକୁ ଆମେ ଗୁରୁତ୍ୱପୂର୍ଣ୍ଣ ମାମଲା ଭାବେ ଗ୍ରହଣ କରୁ।ତାଙ୍କର ଏହି ମନ୍ତବ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। କାରଣ ତିନି ସପ୍ତାହ ତଳେ ଓଡ଼ିଶାର କୌଣସି ସମୁଦ୍ର କୂଳରେ ଏମିତି ଏକ ଘଟଣା ଘଟି ନାହିଁ। ତଥାପି ମମତା ଜଣେ ମୁଖ୍ୟମନ୍ତ୍ରୀ ହୋଇ କେଉଁ ଆଧାରରେ ଏଭଳି ଏକ ତଥ୍ୟ ରଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ମମତା ଆହୁରି କହିଛନ୍ତି, ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଘଟେ, ତାହା ନିନ୍ଦନୀୟ। ମଣିପୁର, ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ ଏଭଳି ମାମଲା ବହୁତ ଘଟୁଛି। ଆମେ ଭାବୁଛୁ ସେଠାକାର ସରକାରଗୁଡ଼ିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

Read More Read more about ପଶ୍ଚିମବଙ୍ଗର ଦୁର୍ଗାପୁରର ଶୋଭାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ରବିବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏଭଳି ଏକ ଘଟଣାକୁ ନେଇ ସେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି।ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀ ହୋଇଥିବାରୁ ଏହି ଘଟଣା ପାଇଁ ପୂରା ଦାୟିତ୍ୱ ସରକାରଙ୍କଠାରୁ ହଟାଇ ଉକ୍ତ ମେଡିକାଲ କଲେଜ ଉପରେ ଲଦିବାକୁ ପ୍ରୟାସ କରିଛନ୍ତି ମମତା।ସେ କହିଛନ୍ତି, ସେ (ପୀଡ଼ିତା) ଏକ ଘରୋଇ ମେଡିକାଲ କଲେଜରେ ପଢ଼ନ୍ତି। ତା’ହେଲେ ଏହା କାହାର ଦାୟିତ୍ୱ? ସେ କାହିଁକି ରାତି ସାଢ଼େ ୧୨ଟା ବେଳେ ବାହାରକୁ ଆସିଥିଲେ? ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜେ ସେମାନଙ୍କ ଶିକ୍ଷାର୍ଥୀଙ୍କ ଯତ୍ନ ନେବା ଉଚିତ। ତା’ସହିତ ରାତିରେ ବାହାରେ ବୁଲିବା ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବା ଉଚିତ। ସେମାନଙ୍କୁ ରାତିରେ ବାହାରେ ବୁଲାବୁଲି କରିବାକୁ ଅନୁମତି ଦିଆନଯିବା ଉଚିତ। ସେମାନେ ନିଜକୁ ନିଜେ ରକ୍ଷା କରିବା ଉଚିତ। ମୁଁ ଯାହା ଜାଣିଛି ଘଟଣା ଘଟିଥିବା ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଅଛି।ଏହା ସହିତ ସେ ଓଡ଼ିଶାର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତିନି ସପ୍ତାହ ତଳେ ଓଡ଼ିଶାରେ ସମୁଦ୍ର କୂଳରେ ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେହି ମାମଲାରେ ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ ଯଦି ମହିଳାଙ୍କ ସହିତ କିଛି ବି ଘଟେ, ଆମେ ତାକୁ ସାଧାରଣ ମାମଲା ଭାବେ ନେଉ ନାହିଁ। ସେଗୁଡ଼ିକୁ ଆମେ ଗୁରୁତ୍ୱପୂର୍ଣ୍ଣ ମାମଲା ଭାବେ ଗ୍ରହଣ କରୁ।ତାଙ୍କର ଏହି ମନ୍ତବ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। କାରଣ ତିନି ସପ୍ତାହ ତଳେ ଓଡ଼ିଶାର କୌଣସି ସମୁଦ୍ର କୂଳରେ ଏମିତି ଏକ ଘଟଣା ଘଟି ନାହିଁ। ତଥାପି ମମତା ଜଣେ ମୁଖ୍ୟମନ୍ତ୍ରୀ ହୋଇ କେଉଁ ଆଧାରରେ ଏଭଳି ଏକ ତଥ୍ୟ ରଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ମମତା ଆହୁରି କହିଛନ୍ତି, ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଘଟେ, ତାହା ନିନ୍ଦନୀୟ। ମଣିପୁର, ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ ଏଭଳି ମାମଲା ବହୁତ ଘଟୁଛି। ଆମେ ଭାବୁଛୁ ସେଠାକାର ସରକାରଗୁଡ଼ିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
error: Content is protected !!